ଓଡିଶା

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ ୨୦୨୪ କୁ କ୍ୟାବିନେଟ ରେ ପାରିତ। ଆସନ୍ତା ବିଧାନସଭାରେ ଏହା ଉପସ୍ଥାପନ ହେବ। ଏହା ମୁଖ୍ୟ ଉଦ୍ଦେଶ୍ୟ, ବିଶ୍ୱବିଦ୍ୟାଳୟ କୁ ସ୍ୱାୟତ୍ତ ଅଟୋନୋମି ପ୍ରଦାନ କରିବା। ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟାଇବା, କୁଳପତି ଚୟନ ପ୍ରକ୍ରିୟା ରେ ଶିକ୍ଷାବିତ୍ ଙ୍କୁ ପ୍ରାଧାନ୍ୟ ଦିଆଯିବ, ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ତାଙ୍କ କ୍ଷମତା ବଢ଼ାଇବାକୁ ପ୍ରସ୍ତାବ ରଖାଯାଇଛି।

Related posts

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସରପଞ୍ଚଙ୍କ ୬ ମାସର ଦରମା ପ୍ରଦାନ

mahabharatanews

ଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନ

mahabharatanews

ମଦ ବୋଝେଇ ବୋଲେରୋ ଜବତ, ଛଅ ଗିରଫ

mahabharatanews