ଓଡିଶାଦୁର୍ଘଟଣା

ବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକ

କଳାହାଣ୍ଡି/ଜନକ ପୋଡ଼: ଅଧମୁଣ୍ଡ ନିକଟରେ ଏକ ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଗାଡି ବିଲକୁ ପାଲଟି ହେଇଯାଇ ଥିବାବେଳେ ଡ୍ରାଇଭର ହେଲ୍ପର ସାମାନ୍ୟ ଆହାତ ହେଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଡ୍ରାଇଭରକୁ ଗାଁ ଲୋକ ଅଟକ ରଖିବା ସହ ଭବାନୀପାଟଣା ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି, ବୋଲେରୋକୁ ଗାଡି ଖରିଆର ରୋଡ଼ ଠାରୁ ପାରଳାଖେମୁଣ୍ଡିକୁ ଯାଉଥିବା ବେଳେ ସକାଳେ ୬ ଟା ସମୟରେ ଏହି ଘଟଣା ଘଟିଛି ଯାହା ଫଳରେ କରଲାପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଡ୍ରାଇଭରକୁ ଅଟକ ରଖିଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛନ୍ତି ।

 

Related posts

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

mahabharatanews

୨ ଶିଶୁପୁତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର

mahabharatanews

ବଜେଟ୍କୁ ନେଇ ବିଜେଡିର କଡ଼ା ସମାଲୋଚନା…

mahabharatanews