Uncategorized

ଦିଲ୍ଲୀ ହିଂସା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ୨୬ ଜାନୁଆରୀ କୃଷକଙ୍କ ଦ୍ୱାରା ଲାଲକିଲ୍ଳାରେ ଘଟିଥିବା ହିଂସା ମାମଲାରେ ଆଉ ଜଣକୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଇକବାଲ ସିଂହ ନାମକ ଅଭିଯୁକ୍ତକୁ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଇକବାଲ ସିଂହକୁ ଧରାଇ ଦେବାକୁ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ମଙ୍ଗଳବାର ଦିନ ପୁଲିସ ଦୀପ ସିଦ୍ଧୁଙ୍କୁ ମଧ୍ୟ ଗିରଫ କରିଛି, ଯାଏ ଲାଲ କିଲ୍ଲାରେ ଖାଲିସ୍ଥାନ ପତାକା ଉଡାଇଥିଲେ । ଦୀପଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

Related posts

ଇରାନରେ ବିକ୍ଷୋଭ: ସୁପ୍ରିମ ଲିଡରଙ୍କ ଇସ୍ତଫା ଦାବି

mahabharatanews

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ନେତାଙ୍କ ଘରେ ପୋଲିସ

mahabharatanews

ସ୍କୁଲ କାନ୍ଥରେ ପାକିସ୍ତାନ ସମର୍ଥିତ ସ୍ଲୋଗାନ

mahabharatanews