ଅପରାଧ

୨ ପିଆଜ ଚୋର ଗିରଫ

(ମହାଭାରତ/ମୁମ୍ବାଇ): ମୁମ୍ବାଇ ପୁଲିସ ୬ ଦିନର ଲଗାତାର ଖୋଜାଖୋଜି ପରେ ପିଅ ।ଜ ଚୋରକୁ ଧରିବାରେ ସଫଳ ହୋଇଛି । ଏହି ମାମଲାରେ ପୁଲିସ ୨ ଜଣ ପିଅ ।ଜ ଚୋରଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ପ୍ରାୟ ୧୬୮ କିଲୋ ପିଅ ।ଜ ଜବତ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନା ମୁତାବକ ମୁମ୍ବାଇର ଡୋଗରି ବଜାରରୁ ପିଅ ।ଜ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା ପିଅ ।ଜ ଚୋରି ହେବାର ସିସିଟିଭି ଫୁଟେଜକୁ ଭିତ୍ତି କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିଛି ।

ମୁମ୍ବାଇରେ ପିଅ ।ଜ କିଲୋ ପିଛା ୧୨୦ ଟଙ୍କାରେ ପହଁଚିଥିବାବେଳେ ଏହାର ସୁଯୋଗ ନେଇ ପିଅ ।ଜ ଚୋରି କରିବାକୁ ଚୋର ବାଟ ବାଛିଥିଲେ । ଏଥିପାଇଁ ସେମାନେ ବିଳମ୍ବିତ ରାତିରେ ବଜାରରେ ପିଅ ।ଜ ଚୋରି କରିବାକୁ ଅ ।ସିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଚୋରି ପଛରେ ଅ ।ଉ କାହାର ହାତ ରହିଛି ପୁଲିସ ଏବେ ଏହାର ତଦନ୍ତ କରୁଛି ।

Related posts

ଯୁବକଙ୍କୁ ଘର ଛାତରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ

mahabharatanews

ବିଭୂତିପୁର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହଙ୍କୁ ୫ ବର୍ଷ ଜେଲ

mahabharatanews

ଲୋଭ ଦେଖାଇ ଠକି ନେଲେ ହଜାର ହଜାର ଟଙ୍କା

mahabharatanews