Uncategorized

ପନିପରିବା ଚୋପାରୁ କାଗଜ

(ବେଙ୍ଗାଲୁର) ; ୧୦ ବର୍ଷର ଝିଅର କମାଲ । ପନିପରିବା ଚୋପାରୁ ତିଆରି କଲେ କାଗଜ । ଆଉ ଏହି କମାଲ କରି ଦେକାଇଛନ୍ତି ବେଙ୍ଗାଲୁରର ଜଣେ ଷଷ୍ଠ ଶ୍ରେଣିର ଛାତ୍ରୀ । ତାଙ୍କର ଏଭଳି କାର୍ୟ୍ୟକୁ ନେଇ ଏବେ ସବୁଠି ପ୍ରଶଂସା କରାଯାଉଛି । କାରଣ ଏହା ପରିବେଶ ସୁରକ୍ଷାର ବାର୍ତ୍ତା ବୋଲି ସମସ୍ତେ ଚର୍ଚ୍ଚା କରୁଛନ୍ତି । ସେପଟେ ମିଳିତ ଜାତିସଂଘ-ଜଳ ପରିବେଶ ସଂରକ୍ଷଣରେ ଛାତ୍ରୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛି ।ତାଙ୍କର ସବୁଜ ଉଦ୍ୟମରେ ସକ୍ରିୟ ଭାବରେ ଜଡିତ ଅଛି ଏବଂ ଅଧିକାଂଶ ସମୟ ପ୍ରକୃତି ସଂରକ୍ଷଣ ପାଇଁ ପ୍ରଚାର କରୁଛି । ଜେଜେମା’ଙ୍କ ଘରେ ସବୁଜତା ମଧ୍ୟରେ ବଢିଥିବା ହର୍ଷ ସର୍ବଦା ପ୍ରକୃତି ପ୍ରତି ଆକର୍ଷିତ ରୁହନ୍ତି । ସହରରେ ଅଳିଆ ଆବର୍ଜନା ପକାଇବା ବିଷୟରେ ଚିନ୍ତା କରିବା ମାତ୍ରେ ସେ ବଢୁଥିବା ବିପଦକୁ ରୋକିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ସେ ପରିବେଶ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ବ୍ଲଗ୍ ସୃଷ୍ଟି କରିଥିଲେ ।

Related posts

ତାଲିବାନୀଙ୍କ ମଧ୍ୟର ଆନନ୍ଦ ଉଲ୍ଲାସ ନେକଙ୍କ ଜୀବନ ନେଲା

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews

ଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

mahabharatanews

Leave a Comment