ଓଡିଶା

ମେ’ ରେ ହେବ କଲରାପତରିଆ ବାଘ ଗଣନା

(ଭୁବନେଶ୍ଵର) : ମେ’ରୁ ରାଜ୍ୟ ସରକାରଙ୍କ କଲରାପତରିଆ ବାଘ ଗଣନା କହିଲେ ପିସିସିଏଫ୍‌ । NTCA ରିପୋର୍ଟରେ ବାଘ ସଂଖ୍ୟା କମିବା ପରେ ବନ ବିଭାଗର ନିଷ୍ପତ୍ତି ନେଇଛି । NTCA ରିପୋର୍ଟ ତର୍ଜମା କରାଯାଉଛି, ସେଥିରେ ତ୍ରୁଟି ଥିବା ଜଣାପଡ଼ୁଛି । ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ କହିଲେ ପିସିସିଏଫ୍‌।

ସୂଚନାନୁଯାୟୀ , ବହୁତ କମ୍‌ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଛି । ୬ଟି ନୂଆ ସହରରୁ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କଲା ଇଣ୍ଡିଗୋ, ତୁମର ସହର ଅନ୍ତର୍ଭୂକ୍ତ ହୋଇଛି କି ନାହିଁ ଜାଣନ୍ତୁ ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି । ଅର୍ଥାତ୍‌, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି ।

Related posts

ନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତ

mahabharatanews

ସ୍ୱଂୟ ସାହାୟକ ଗୋଷ୍ଠୀର କରୋନା ସଚେତନତା କାର୍ଯ୍ୟ

mahabharatanews

 ବିଷ ପିଇଲେ ଚାଷୀ

mahabharatanews