ଓଡିଶା

ଆର୍ମି ହସ୍ପିଟାଲରେ ୨୪ ଜଣ କରୋନ। ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଆଉ କୌଣସି ବାଧ। ବନ୍ଧନ ମାନୁ ନାହିଁ । ଦେଶର ରାଜଧାନୀ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ଆର୍ମି ହସ୍ପିଟାଲ ମଧ୍ୟ ଏହି ଭୂତାଣୁରୁ ବାଦ ପଡିନାହିଁ । ଏହି ହସ୍ପିଟାଲରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ରହିଥିବା ବେଳେ ଜଣେ କାର୍ଯ୍ୟରତ କର୍ମଚାରୀ ରହିଛନ୍ତି । ଏମାନେ ଚିକିତ୍ସା ପାଇଁ ହସ୍ପିଟ।।ଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କଠାରେ କରୋନା ଚିହ୍ନଟ ହୋଇଛି ।

Related posts

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

mahabharatanews

ଝଡ଼ବର୍ଷା: ୧୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

 ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷା, ଗାଁ ମୁହାଁ ରାଜଧାନୀବାସୀ 

mahabharatanews