ଭାରତ

ଦିଲ୍ଲୀ-ଡେରାଡୁନ୍‌ ଶୁଭାରମ୍ଭ ହେଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

( ଦିଲ୍ଲୀ) :  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଦିଲ୍ଲୀ (ଆନନ୍ଦ ବିହାର) ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କରିଛନ୍ତି।

ସୂଚନାନୁଯାୟୀ ,ଉତ୍ତରାଖଣ୍ଡକୁ ଚଳାଚଳ କରିବାରେ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ, ଆଜି ଉତ୍ତରାଖଣ୍ଡ ତା’ର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ପାଇଛି। ଏହି ଟ୍ରେନ୍‌ ଲୋକମାନଙ୍କର ଯାତାୟାତ ସମୟ ହ୍ରାସ କରାଇବ।

 

Related posts

ମାଓବାଦୀ ଉଡାଇଲେ ଟ୍ରେନଲାଇନ

mahabharatanews

ଏକ ବାଣ ଦେକାନରେ ନିଆଁ ଲାଗି ୬ ମୃତ

mahabharatanews

କୁହୁଡ଼ି ପ୍ରକୋପ: ନିରାଶ ତାଜମହଲ ପର୍ଯ୍ୟଟକ

mahabharatanews