(ଦିଲ୍ଲୀ) : ଚନ୍ଦ୍ରଯାନ-୩ ସଫଳ ହେବ ପରଠାରୁ ଭାରତର ମହାକାଶ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପ୍ରଜ୍ଞାନ ରୋଭର ନିଜର ପ୍ରଥମ ଚନ୍ଦ୍ର ପ୍ରତିବନ୍ଧକକୁ ସଫଳତାର ସହ ମୁକାବିଲା କରିଛି। ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିଥିବା ରୋଭର ପ୍ରାୟ ୧୦୦ ମିଲିମିଟର ଗଭୀରତା ବିଶିଷ୍ଟ ଚନ୍ଦ୍ର କ୍ରେଟର ଅତିକ୍ରମ କରିବାରେ ସଫଳ ହୋଇଥିଲା। ଏଭଳି କିଛି ଦେଇଛି ଇସ୍ରୋ ।
Chandrayaan-3 Mission:
On August 27, 2023, the Rover came across a 4-meter diameter crater positioned 3 meters ahead of its location.
The Rover was commanded to retrace the path.It's now safely heading on a new path.#Chandrayaan_3#Ch3 pic.twitter.com/QfOmqDYvSF
— ISRO (@isro) August 28, 2023
ସୂଚନାନୁଯାୟୀ , ତେବେ ରୋଭରର କାର୍ଯ୍ୟରେ କିଛି ସୀମିତତା ରହିଛି। ନେଭିଗେସନ କ୍ୟାମେରା ଫଟୋ ପଠାଇବା ସମୟରେ ସର୍ବାଧିକ ଡିଇଏମ ଯାହା ପାଞ୍ଚ ମିଟର ପାଇଁ ସୃଷ୍ଟି କରାଯାଇପାରିବ। ଅର୍ଥାତ୍ ପ୍ରତିଥର ରୋଭରକୁ ଚାଲିବାକୁ ନିର୍ଦ୍ଦେଶ ଦିଆଗଲେ ଏହା ପାଞ୍ଚ ମିଟର ଅତିକ୍ରମ କରିପାରିବ।