ଓଡିଶା

‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି

(ଭୁବନେଶ୍ୱର) : ରାଇରଙ୍ଗପୁର ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଛନ୍ତି । ଏଇ ମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ କହିଲେ ରାଷ୍ଟ୍ରପତି । ସେ ଆହୁରି କହିଛନ୍ତି ଯେ, ମୁଁ କାହିଁକି ଏତେ ଥର ମୟୂରଭଂଜ ଆସୁଛି ବୋଲି ମିଡିଆ ବଂଧୁ ପଚାରିଥିଲେ । ମାଟି ପାଇଁ ମୋର ଏ ଶ୍ରଦ୍ଧା ଓ ଭଲପାଇବା ବୋଲି ରାଷ୍ଟ୍ରପତି କହିଛନ୍ତି। ଏଇମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଆହୁରି ସେ କହିଛନ୍ତି , ମୁଁ ପ୍ରତିଥର ଆସି କିଛି ନୂଆ ନୂଆ ପ୍ରକଳ୍ପ ଶିଳାନ୍ୟାସ, ଉଦଘାଟନ କରୁଛି । ଗତଥର ବାଦାମପାହାଡ଼ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଥିଲି । ଆଉ ଏଥର ରାସ୍ତା, ହଲିଡେ ହୋମ୍‌, ଏକଲବ୍ୟ ସ୍କୁଲ ଶିଳାନ୍ୟାସ କଲି ବୋଲି ରାଷ୍ଟ୍ରପତି କହିଛନ୍ତି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନର କହିବାର ଅଧିକାର ନାହିଁ, ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ ଦେଶ ଏବଂ ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି ବୋଲି ସେ କହିଛନ୍ତି । ଉଭୟଙ୍କ ସହଯୋଗ ବିନା ବିକାଶ ସମ୍ଭବ ନୁହେଁ ରାଷ୍ଟ୍ରପତି କହିଛନ୍ତି । ହୋଲିଡେ ହୋମ୍‌’ର ଶିଳାନ୍ୟାସ କରିଛନ୍ତି।

Related posts

ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ବିରୋଧ 

mahabharatanews

ଟ୍ରକ ଧକ୍କାରେ ମହିଳା ମୃତ୍ୟୁ, ରାସ୍ତା ଅବରୋଧ

mahabharatanews

କାଳବୈଖାଖୀ ସମ୍ଭାବନା: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews