ଓଡିଶାଦୁର୍ଘଟଣା

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ। ବିଳମ୍ବିତ ରାତିରେ ଘନ କୁହୁଡି ରେ ଭାରସାମ୍ୟ ହରାଇ ସୁଇପଟ୍ ଡିଜାର କାର କେନାଲ କୁ ଓଲଟି କାର ଡ଼୍ରାଇଭରକୁ ସୁରକ୍ଷିତଭାବେ ଉଦ୍ଧାରକଲେ ସ୍ଥାନୀୟ ଲୋକେ। ସୂଚନାମୁତାବକ ବିଳମ୍ବିତ ରାତିରେ ଲଳିତଗିରି ରୁ ଭୁବନେଶ୍ବର ଯାଉଥିବା ସମୟରେ ଲେଖନପୁର ବାଜରା ନିକଟରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ କେନାଲ ଭିତରକୁ ଓଲଟିବା ଖବର ପାଇ ଜପକୁଦ ଫାଣ୍ଡି ଅଧିକାରୀ ଭିଷ୍ମ ଚରଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି।

Related posts

ଅମୀୟଙ୍କ ମୁଣ୍ଡରେ କେଉଁ ନେତାଙ୍କ ହାତ ?

mahabharatanews

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତି ପୋଡ଼ି ପାଉଁଶ…

mahabharatanews