ଓଡିଶା

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନେଇ ପୁରୁଣାକଟକ ବନ ବିଭାଗର ସଚେତନତା

ପରିବେଶକୁ ସଫା ସୁତାର ରଖିବା ପ୍ଲାଷ୍ଟିକୁ ବର୍ଜନ କରିବା…ଏଭଳି ସଚେତନତା ବାର୍ତ୍ତା ନେଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନ ବିଭାଗ ପକ୍ଷରୁ  ଆୟୋଜନ କରାଯଇଥିବା ବେଳେ ଏଥିରେ ପୁରୁଣାକଟକ ହାଇସ୍କୁଲ ର ଛାତ୍ରଛାତ୍ରୀମାନେ ସହର ପ୍ରରିକ୍ରମା କରି ଲୋକଙ୍କୁ ସଚେତନତା କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ବୌଦ୍ଧ ଡ଼ିଏଫ ଓ ରାଜେନ୍ଦ୍ର ଗୋଛାୟତ, ପୁରୁଣା କଟକ ରେଞ୍ଜର ତଥା ଏସିଏଫ ଜୟନ୍ତ ଦାସ,  ପୁରୁଣାକଟକ ସରପଞ୍ଚ ଅଶୋକ ସେଠି, ଙ୍କ ସମେତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ମନ୍ଦିର କମିଟି କର୍ମକର୍ତ୍ତl କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଅନ୍ୟପଟେ ଜିଲ୍ଲା ର ପର୍ୟ୍ୟଟନ ସ୍ଥଳୀ ନାଏକପଡା  ଗୁମ୍ଫା, ନୂଆପଡା ଡ୍ୟାମ ରେ ମଧ୍ୟ ଏହି ସଚେତନତା ବନ ବିଭାଗ ପକ୍ଷରୁ କରାଯାଇଥିଲା।

Related posts

ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ  

mahabharatanews

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

ସନ୍ଦେହ ଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

mahabharatanews