ଓଡିଶା

ରାଣୀଗଡ଼ ଫାର୍ମର ପ୍ରୋଡୁସର କମ୍ପାନୀର ଶୁଭାରମ୍ଭ

ରାଇଘର : ରାଇଘର ଠାରେ ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାକାର କୃଷକ ମାନଙ୍କର ରୋଜଗାର କୁ ଦ୍ବିଗୁଣିତ କରିବା ପାଇଁ ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ସେଥି ମଧ୍ୟରୁ ଏଫପିଓ ବା (ଫାର୍ମର ପ୍ରୋଡ୍ୟୁସର ଅର୍ଗାନାଇଜେସନ କମ୍ପାନୀ) ଅନ୍ୟତମ । ଏହା କୃଷକ ମାନଙ୍କ ଦ୍ବାରା କୃଷକ ମାନଙ୍କ ପାଇଁ କୃଷି କ୍ଷେତ୍ରର ବିକାଶ ନିମନ୍ତେ ନିର୍ମାଣ କରଯାଇଥିବା ଏକ ସଂସ୍ଥା । ଏହି ଏଫପିଓ ମାଧ୍ୟମରେ କୃଷକ ସମାଜର ଉନ୍ନତି କରା ଯାଇ ପାରିବା, ତେଣୁ ସରକାରଙ୍କ ଏହି ପଦକ୍ଷେପକୁ ଆଉ ଏକ ପାଦ ଆଗକୁ ନେବା ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୋଦଭଟା ଠାରେ ରାନିଗଡ ଫାର୍ମର ପ୍ରୋଡ୍ୟୁସର କୋ, ଲିମିଟେଡ କମ୍ପାନୀର ସି ଏଫ ଓ ଚନ୍ଦନ ଗଣ୍ଡ, ସିଇଓ ରତ୍ନାପ୍ରଭା ଗଣ୍ଡ,ସିଟି ଓ ଗିରିଧାରୀ ଗଣ୍ଡ, ଜିଏମ ଦଶରଥ ଗଣ୍ଡ, ଏମଡିଶିବ ପ୍ରକାଶ ଗଣ୍ଡ, ଖାଗପତି ଗଣ୍ଡ, ରବିସିଂ ଗଣ୍ଡ, ଦୁର୍ୟ୍ୟୋଧନ କନ୍ଧଗୌଡ଼ ପ୍ରମୁଖଙ୍କ ସହ ବୋହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି କମ୍ପାନୀର ଶୁଭାରମ୍ଭ କରାଯାଇଛି, ଏହି ଏଫପିଓରେ ଚାଷୀ ନିଜର ନାମ ପଞ୍ଜୀକରଣ କରି ସରକାରଙ୍କ ଦ୍ବାରା ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଲାଭ ପାଇବା ସହିତ ରାନିଗଡ ଫାର୍ମର ପ୍ରୋଡ୍ୟୁସର କୋ. ଲିମିଟେଡ ଏଫପିଓରେ ବହୁତ କିଛି ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଯାହା ଚାଷୀଙ୍କ ନିଜର ତଥା ନିଜ ପରିବାରର ବିକାଶରେ ସହାୟକ ହୋଇପାରିବ। ପ୍ରଥମ ପର୍ୟ୍ୟାୟରେ ନିମ୍ନ ଲିଖିତ ସୁବିଧା ପାଇପାରିବେ ବୋଲି କହିଛନ୍ତି ।

Related posts

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

mahabharatanews

ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେର

mahabharatanews