ଓଡିଶା

୧୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି

(ଭୁବନେଶ୍ୱର) : ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖରଗେ । ୧୫ ତାରିଖରେ ବଲାଙ୍ଗିରରେ ସଭା କରିବେ ରାହୁଲ ଏବଂ ୧୬ ତାରିଖରେ କନ୍ଧମାଳରେ ଏକ ସଭାରେ ଯୋଗ ଦେବେ ମଲ୍ଲିକାର୍ଜୁନ ଖଡଗେ । ସେହିପରି ଭୁବନେଶ୍ୱରରେ ପ୍ରେସମିଚ୍ ମଧ୍ୟ କରିବେ କଂଗ୍ରେସ ଖଡଗେ ।

ସୂଚନାନୁଯାୟୀ , ଆସନ୍ତାକାଲି ଭୁବନେଶ୍ୱରରେ ଜୟରାମ ରମେଶ ପ୍ରେସମିଟ୍ କରିବା ନେଇ ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ମେ ୧୫ ତାରିଖ ଦିନ ୧୧ଟା ସମୟରେ ରାହୁଲ ଗାନ୍ଧୀ ଓଡ଼ିଶା ପହଞ୍ଚିବେ । ସେ ଭୁବନେଶ୍ୱରରୁ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ଏଠାରେ ସେ ଏକା ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବଢାଇବା ସହ ତାଙ୍କ ପାଇଁ ପ୍ରଚାର କରିବେ । ଏହା ପରେ ସମାନ ଦିନ ସେ ଦିଲ୍ଲୀ ଫେରିଯିବା ନେଇ ସୂଚନା ରହିଛି ।

Related posts

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews

ଗାଁ ମୁହଁରେ ବ୍ୟାରିକେଡ ଲଗାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

mahabharatanews

ବସିବ ମନ୍ତ୍ରୀପରିଷଦ ବୈଠକ, ଚିଠା ବଜେଟକୁ ମିଳିବ ଅନୁମୋଦନ

mahabharatanews