ଅପରାଧ

ଭିଜିଲାନ୍ସ ଜାଲରେ କୁବେର କିରାଣି

ଭୁବନେଶ୍ୱର/ସରୋଜ ରାଉତ: ଭିଜିଲାନ୍ସ ଜାଲରେ କୁବେର କିରାଣି । ଭୁବନେଶ୍ୱର ସବକଲେକ୍ଟର ଅଫିସର କିରାଣିଭାବେ କାର୍ଯ୍ୟରତ ଉଦୟ ଜେନା ଏବେ ଭିଜିଲାନ୍ସ ପଞ୍ଝାରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କ ସୁନ୍ଦରପଦାସ୍ଥିତ ଘରଳ କେନ୍ଦ୍ରାପଡାର ପୈତୃକ ଘର ଓ ସବକଲେକ୍ଟର ଅଫିସରରେ ଏକ କାଳୀନ ଚଢାଉ କରାଯାଇଛି । ଚଢାଉରେ ବିପୁଳ ସମ୍ପତ୍ତିର ସେ ମାଲିକ ଥିବା ଜଣାପଡିଛି । ତାଙ୍କର ଭୁବନେଶ୍ୱରରେ ୭ ପ୍ଲଟ ରହିଥିବା ବେଳେ ପୁରୀ ରେ ଦୁଇଟି ଘର, ୫୦ କେଜି ସୁନା ଅଳଙ୍କାର ଓ ନଗଦ ୫୭ ହଜାର ଟଙ୍କା ଅଦ୍ୟାବଧି ଜବତ ହୋଇଥିବା ସୂଚନା ମିଳିଛି।

Related posts

ବୌଦ୍ଧ ଜଙ୍ଗଲରେ ହାତୀକୁ ଗୁଳିକରି ହତ୍ୟା

mahabharatanews

ବାଇକ୍ ଲୁଟେରା ଗିରଫ

mahabharatanews

ଫୁଟିଗଲା ଅଫୁଟା ବୋମା, ଚାଲିଗଲା ୧୪ ଜଣ ଯବାନଙ୍କ ଜୀବନ…

mahabharatanews