ଭାରତ

୩ ଆପରାଧିକ ଆଇନ୍ 

(ଦିଲ୍ଲୀ) : ଆପରାଧିକ ଆଇନ୍ ସଂପର୍କିକ ୩ଟି ବିଲ୍ ରାଜ୍ୟ ସଭାରେ ପାରିତ ହୋଇଛି । ଏହାପୂର୍ବରୁ ଡିସେମ୍ବର ୧୯ ତାରିଖରେ ଏହି ବିଲ୍ ଲୋକସଭାରେ ପାରିତ ପାସ୍ ହୋଇଥିଲା । ଏହି ତିନୋଟି ବିଲ୍ ହେଲା ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଏବଂ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ ।ଭାରତରେ ବ୍ରିଟିସ୍ ଅମଳରୁ ଚାଲି ଆସୁଥିବା ଏହି ଆପରାଧିକ ଆଇନ୍ ଇଣ୍ତିଆନ ପେନାସ କୋଡ୍ ( ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ତିଆନ ଏଭିଡେନ୍ସ ଆକ୍ଟ ଦଦଳରେ ଲାଗି କରାଯିବ ।

ସୂଚନାନୁଯାୟୀ,ଏହାରି ଭିତରେ ଅମିତ ଶାହ ୩ ବିଲ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ବିନା ବିରୋଧରେ ଲୋକସଭାରେ ୩ ବିଲ୍‌କୁ ପାସ୍‌ ମଧ୍ୟ କରାଇଥିଲେ। ପ୍ଲାକାର୍ଡ ଦେଖାଇ ଆମକୁ ନିଲମ୍ବନ କରନ୍ତୁ କହିଲେ ବିରୋଧୀ: ଲୋକସଭା ବାଚସ୍ପତି ଏହି ୩ଟି ନୂତନ ବିଲ୍ ଅନୁସାରେ, ଗଣ ବଳାତ୍କାର ମାମଲାରେ ବର୍ତ୍ତମାନ ଏହି ବିଲରେ ୨୦ ବର୍ଷ ଜେଲ୍ କିମ୍ବା ଆଜୀବନ କାରାଦଣ୍ତ ପ୍ରାବଧାନରହିଛି । ସେହିପରି ପରିଚୟ ଲୁଚାଇ କିମ୍ବା ମିଛ ପ୍ରତିଶୃତି ଦେଇ ଯୌନ ସମ୍ପର୍କ ରଖିଲେ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବେ । ସେହିପରି ୧୮ ବର୍ଷରୁ କମ୍ ବର୍ଷର ଝିଅ ସହ ବଳତ୍କାର ମାମମଲାରେ ଏଣିକି ଆଜୀବନ କାରାଦଣ୍ତ କିମ୍ବା ମୃତ୍ୟୁଦଣ୍ତ ମିଳିପାରେ । ଅନ୍ୟପକ୍ଷରେ ଯୌନ ହିଂସା ମାମଲାରେ କେବଳ ମହିଳା ନ୍ୟାୟିକା ମାଜିଷ୍ଟ୍ରେଟ୍ ଏହି ବିବୃତ୍ତି ରେକର୍ଡ କରିବା ।

Related posts

ରିଆଲିଟି ଶୋ’ ବିଗ୍‌ ବସ୍‌-୧୬ ରେ ନଜର ଆସିବେ ଓଡ଼ିଆ ଲଳନା ପ୍ରକୃତି ମିଶ୍ର!

mahabharatanews

ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୮୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews