ଓଡିଶା

ଅସୁରେଶ୍ୱର ପଂଚାୟତ ପରିସରରେ ରେ ସାଧାରଣତନ୍ତ୍ର ଦିବସ ପାଳନ

ଆଜି ସାରା ଦେଶ ରେ 77 ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯଉଛି ।  ସେହି ଉପଲକ୍ଷେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଂଚାୟତ ପରିସରରେ ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ପଂଚାୟତ ସରପଞ୍ଚ ଏବଂ  ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ପଂଚାୟତ ପରିସରରେ ଭିତରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟା ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅସୁରେଶ୍ୱର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପଂଚାୟତ ବହୁ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ । ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇଥିଲେ।

Related posts

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ ଉଦଘାଟନ

mahabharatanews

ପାଣି ଆଣିବାକୁ ଯାଇ କାଉଡିଆ ନିଖୋଜ  

mahabharatanews

ଏମ୍‌ସରେ ଗରିବ ପାଇବେ ମାଗଣା ଇକ୍‌ମୋ ଚିକିତ୍ସା

mahabharatanews