ଓଡିଶା

ପୁରୀ ବାହାର ମୃତକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା

ପୁରୀ: କରୋନା ମହାମାରୀର ବ୍ୟାପକ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦୃଢ ପଦକ୍ଷେପ ନିଅ।।ଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ମୃତକଙ୍କ ଶବଦାହ ଉପରେ ପ୍ରତିବନ୍ଧକ ଲଗାଯାଉଛି । ପୁରୀ ବାହାରୁ ଶବଦାହ ପାଇଁ ଲୋକେ ଆସି ପାରିବେ ନାହିଁ ବୋଲି ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି । ଅର୍ଥାତ୍ କୋଭିଡ-୧୯ର ସଂକ୍ରମଣ ପାଇଁ ଜିଲ୍ଲା ବାହାରର ମୃତକଙ୍କ ଶବ ସ୍ୱର୍ଗଦ୍ୱାରରେ କରାଯିବ ନାହିଁ । ଏହି ନିୟମ ଆସନ୍ତା କାଲିଠାରୁ ଲାଗୁ ହେଉଥିବା ବେଳେ ଏହା ପରବର୍ତ୍ତୀ ନିର୍ଦ୍ଦେଶନ।।ମା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଉଛି । ଏହି ନିୟମର କଡାକାଡି ପାଳନ ସହ ପୁରୀ ବାହାରର ଲୋକଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Related posts

ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

mahabharatanews

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

mahabharatanews

୮ ଦଫା ଦାବିକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ଧାରଣା

mahabharatanews