Uncategorized

ଢିଙ୍କିଆ ପାଟଣାରେ ଜିନ୍ଦଲ କମ୍ପାନୀ ବିରୋଧରେ ସମାବେଶ

(ମହାଭାରତ,/ପାରାଦୀପ): ଜିନ୍ଦଲ କମ୍ପାନୀ ବିରୋଧରେ ଢ଼ିଙ୍କିଆ ପାଟଣାରେ ଏକ ସମାବେଶ ହୋଇଯାଇଛି । ଏହି ସମାବେଶରେ ହଜାର ହଜାର ପୁରୁଷ ମହିଳା ଯୋଗ ଦେଇ ଜିନ୍ଦଲ ବିରୋଧରେ ବିଷୋଦ୍ଗାର କରିଥିଲେ । ଅ ।ସନ୍ତା ୨୦ ତାରିଖରେ ଜିନ୍ଦଲ କମ୍ପାନୀରେ ହେବାକୁ ଥିବା ଜନଶୁଣାଣୀକୁ ତୀବ୍ର ବିରୋଧ କରିବାକୁ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଚେତାବନୀ ଦେଇଥିଲା । ଏହି ଜନସମାବେଶକୁ ଦେଖି ଘଟଣା ସ୍ଥଳରେ ପୋଲିସ ମତୟନ ହୋଇଥିଲା ।

Related posts

୩୦ହଜାର ସ୍ୱେଚ୍ଛାସେବୀ ପଶ୍ଚିମ ବଙ୍ଗରେ ସିଏଏ ସଚେତନତା କରିବେ

mahabharatanews

ବାରାମୁଲ୍ଲାରୁ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ଗିରଫ

mahabharatanews

ଅବଦୁଲ୍ଲା ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ

mahabharatanews