ଭାରତ

ସନ୍ଦେଶଖାଲିରେ ଲାଗିଲା ୧୪୪ ଧାରା 

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଲାଗିଲା ୧୪୪ ଧାରା । ତେବେ ରାଜ୍ୟ ସରକାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଅଞ୍ଚଳରେ ଗୋଟିଏ ସ୍ଥାନରେ ଏକାଧିକ ଲୋକ ରୁଣ୍ତ ହୋଇ ପାରିବେ ନାହିଁ । ଅନ୍ୟପକ୍ଷରେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି । ୧୯ ଫେବ୍ରୁଆରୀରେ କଲିକତା ହାଇକୋର୍ଟ ସନ୍ଦେଶଖାଲିରେ ୧୪୪ ଧାରା ଲାଗୁ କରିବାରେ ରୋକ୍ ଲଗାଇଥିଲେ । ହେଲେ ଏହାକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର ଏବଂ ପୁଣି ଏହି ହିଂସା ବଢୁଥିବା ଦର୍ଶକାଇ ୧୪୪ ଧାରା ଲାଗୁ କରିଛନ୍ତି ରାଜ୍ୟ ସରକାର ।

ସୂଚନାନୁଯାୟୀ , ଟିଏମ୍‌ସି ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଶୁକ୍ରବାର ଦିନ ସନ୍ଦେଶଖାଲିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର ହୋଇଥିଲା । ବିଭିନ୍ନ ନିଆଁ ଜଳାଇ ବିରୋଧ କରାଯାଉଛି ।

Related posts

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews

ଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବ

mahabharatanews

ଆତଙ୍କବାଦୀଙ୍କ ଗୁଳିରେ ୩ ଅଣକାଶ୍ମୀର ଶ୍ରମିକ ଆହତ

mahabharatanews