ଓଡିଶା

ସ୍କୁଲ ସ୍ପୋର୍ଟସ ବେଳେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

ବଲାଙ୍ଗୀର : ସ୍କୁଲ ସ୍ପୋର୍ଟସ ବେଳେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍ । ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ଜଣେ ଛାତ୍ର ଜାଭେଲିନ୍‌ ଫିଙ୍ଗୁଥିବା ବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍ । ଗୁରୁତର ଛାତ୍ରଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

Related posts

ଆଜି ଜାଣିବା ପନୀର ଭୁଜିଆର ସ୍ପେଶାଲ ଡିସ ପ୍ରଣାଳୀ

mahabharatanews

ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିବ ଶୀତ 

mahabharatanews

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ

mahabharatanews