ଓଡିଶାଶିକ୍ଷା

ସେପ୍ଟେମ୍ବର୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗ

ଭୁବନେଶ୍ବର:ଦଶମପାସ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର | ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା ।ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଦ୍ବିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ଏହା | ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ  ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକ www.samsodisha.gov.in ରେ ଲଗଇନ୍ କରି ସବିଶେଷ ତଥ୍ୟ ପାଇପାରିବେ । ଏନେଇ ଗଣଶିକ୍ଷା ବିଭାଗର ସୂଚନା |

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ବିକ୍ଷୋଭ

mahabharatanews

ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଲା ନୂଆ ପରିଚୟ

mahabharatanews

ଦେଶରେ ଜନତା କର୍ଫ୍ୟୁ ଲାଗିଥିବାରୁ କଳାହାଣ୍ଡି ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରଭାବ

mahabharatanews