ଓଡିଶା

ଜଣେ ସେବାୟତ କରୋନା ପଜିଟିଭ

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୭ କରୋନା ପଜିଟିଭଙ୍କ ମଧ୍ୟରୁ ଶ୍ରୀମନ୍ଦିରର ଜଣେ ସେବାୟତ ଅଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମତେ ଗତକାଲି ୧୧୪୩ ଜଣ ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସଂକ୍ରମିତ ରହୁଥିବା ଅଞ୍ଚଳକୁ ସିଲ କରି ଦିଆଯାଇଛି । ତାଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଚାଲିଥିବା ସୂଚନା ରହିଛି ।

Related posts

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସୁବର୍ଣ୍ଣ ଲୋକ ମହୋତ୍ସବ ଜାନୁଆରୀ ୭ରୁ ଆରମ୍ଭ

mahabharatanews

ଡଙ୍ଗାର ଇନ୍ସୁରାନ୍ସ ଏବଂ ଫିଟନେସ ଦେଖି ଚିଲିକା ଯାତ୍ରା କରନ୍ତୁ

mahabharatanews