Uncategorized

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ କରୋନା

ଭୋପାଲ/ ଶିଳାସ୍ମିତା ରାୟ: କରୋନା ସାରା ଦେଶରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ଭୟଙ୍କର ଭୂତାଣୁ କବଜାରେ ପଡିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଶିବରାଜଙ୍କୁ କରୋନା ହୋଇଥିବା ସମ୍ପର୍କରେ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ପ୍ରଦାନ କରିଛନ୍ତି । ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ସେ ନିଜର ଟେଷ୍ଟ କରାଇଥିଲେ । ଟେଷ୍ଟ ରିପୋର୍ଟରୁ ସେ ପଜିଟିଭ ଥିବା ଜଣା ପଡିଲା ।
ଏହାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ସହଯୋଗୀଙ୍କୁ କରୋନା ଟେଷ୍ଟ କରାଇବାକୁ କହିଛନ୍ତି । ଏଥିସହ ତାଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଶିବରାଜ ପରାମର୍ଶ ଦେଇଛନ୍ତି ।

Related posts

କାଖର କଳାପଣ ଦୂର କରିବା ପାଇଁ କରନ୍ତୁ ଏହି କାମ

mahabharatanews

ଇଟାଲୀରେ ଗତ ୨୪ ଘଣ୍ଟାରେ ୬୫୧ ଜଣଙ୍କ ମୃତ୍ୟୁ

mahabharatanews

ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ  ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

mahabharatanews