ଓଡିଶା

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

ଭୁବନେଶ୍ୱର : ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave | ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବ ଏହି କାର୍ଯ୍ୟକ୍ରମ | ପ୍ରଥମ ଥର ଏପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓଡିଶାରେ ହେବାକୁ ଯାଉଛି | ଏ ନେଇ ତିନି ଦିନ ତଳେ ପ୍ରସ୍ତୁତି ବୈଠକ ମଧ୍ୟ ସରିଛି | ଏଥିରେ FICCI ସହଯୋଗ କରିବ | ସାରା ରାଜ୍ୟର ITI, ପଲିଟେକ୍ନିକାକ ଓ ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ର ଛାତ୍ରୀ ଭାଗ ନେବେ |

Related posts

୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା

mahabharatanews

ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ

mahabharatanews

ରାଜ୍ୟରେ ୧୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews