ଓଡିଶା

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

ଭୁବନେଶ୍ୱର : ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave | ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବ ଏହି କାର୍ଯ୍ୟକ୍ରମ | ପ୍ରଥମ ଥର ଏପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓଡିଶାରେ ହେବାକୁ ଯାଉଛି | ଏ ନେଇ ତିନି ଦିନ ତଳେ ପ୍ରସ୍ତୁତି ବୈଠକ ମଧ୍ୟ ସରିଛି | ଏଥିରେ FICCI ସହଯୋଗ କରିବ | ସାରା ରାଜ୍ୟର ITI, ପଲିଟେକ୍ନିକାକ ଓ ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ର ଛାତ୍ରୀ ଭାଗ ନେବେ |

Related posts

୩ ମାସର ଦେୟ ପୈଠ ଅବଧି କୋହଳ କଲା ଅପୋସା

mahabharatanews

 ସ୍କ୍ରବ୍ ଟାଇଫସ୍‌ ଆତଙ୍କ; ବଲାଙ୍ଗୀରରେ ୩୩୭ ଆକ୍ରାନ୍ତ ଚିହ୍ନଟ 

mahabharatanews

ଡେଙ୍ଗୁ ଆତଙ୍କ :  କେବଳ ଭୁବନେଶ୍ୱରରୁ ୨୦୦ ଆକ୍ରାନ୍ତ ଚିହ୍ନଟ 

mahabharatanews