ଓଡିଶାବିଜେପି ପକ୍ଷରୁ ମହିଳା ଲାଭାର୍ଥୀ ସମ୍ମୀଳନୀ ଅନୁଷ୍ଠିତmahabharatanewsDecember 24, 2022December 24, 2022 by mahabharatanewsDecember 24, 2022December 24, 20220129 ଢେଙ୍କାନାଳ : ପରଜଙ୍ଗ ବ୍ଲକ ପାଣି ପଚାୟତ ସଭା ଗୃହ ଠାରେ ଆଜି ବିଜେପି ମହିଳା ମୋର୍ଚ୍ଚାର ପ୍ରବାସ କାର୍ୟ୍ୟକ୍ରମ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଯୋଜନା ର ମହିଳା ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି...