Accidentଓଡିଶାକୁକୁଡା ଆଣିବାକୁ ଯାଉଥିବା ଟ୍ରକକୁ ଧକ୍କା ଦେଲା ହାଇୱାmahabharatanewsMay 5, 2023 by mahabharatanewsMay 5, 20230185 ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜଛକ ନିକଟରେ ହାଇୱା ପଛରୁ ଧକା ଦେଲା କୁକୁଡା ଆଣିବାକୁ ଯାଉଥିବା ଟ୍ରକ ୨ ମୃତ ୨ ଗୁରୁତର । ଆଜି ଭୋର ସମୟରେ...
ଓଡିଶାଦୁର୍ଘଟଣାଚଳନ୍ତା ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତରmahabharatanewsMay 4, 2023 by mahabharatanewsMay 4, 20230168 କେନ୍ଦୁଝର / ପରେଶ କୁମାର ସେଠି: ଖୋର୍ଦ୍ଧା କେନ୍ଦୁଝର ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ଯାତ୍ରୀବାହୀ ଟ୍ରେନଟି କେନ୍ଦୁଝର ଅଭିମୁଖେ ଫେରୁଥିବା...
ଦୁର୍ଘଟଣାଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ମାଡିଗଲା କାର ୨ଶିଶୁ ସମେତ ମହିଲା ମୃତ୍ୟୁmahabharatanewsApril 29, 2023April 29, 2023 by mahabharatanewsApril 29, 2023April 29, 20230161 ଅନୁଗୋଳ / ସୁଧାକର ସାହୁ: ଅନୁଗୁଳ ଜିଲ୍ଲା ତାଳଚେର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ଚାଲିଯାଇଛି...
ଓଡିଶାଦୁର୍ଘଟଣାବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନmahabharatanewsApril 25, 2023 by mahabharatanewsApril 25, 20230173 କଳାହାଣ୍ଡି /ଗୋଲାପ ସାହୁ : ତରଭୁଜ ବାଡି ହେଲା ଯମର ଦୁଆର । କିଏ ବା ଯାଣିଥିଲା ଏମିତି ବି ହୋଇଯିବ ଅକାଳ ବିୟୋଗ । ବଜ୍ରପାତ ନେଇଯାଉଛି ଦୁଇ ଭାଇଙ୍କ ଜୀବନ ।...
ଓଡିଶାଦୁର୍ଘଟଣା୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତmahabharatanewsApril 21, 2023 by mahabharatanewsApril 21, 20230271 ବଡଚଣା / ବେଦପ୍ରକାଶ ନାୟକ : ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଏଭଳି ଘଟଣା ଦେଖିବା କୁ ମିଳିଛି ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ନିକଟସ୍ଥ ନେଳିଆ...
Accidentଓଡିଶାମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍mahabharatanewsApril 18, 2023 by mahabharatanewsApril 18, 20230235 ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା...
ଦୁର୍ଘଟଣାବେଆଇନ ଇଟାଭାଟିରେ ନିଆଁ ଲିଭାଇଲା ଦମକଳmahabharatanewsApril 17, 2023 by mahabharatanewsApril 17, 20230185 ବରୀ: ବରୀ ବ୍ଲକ ଜମୁଡିହ ବ୍ରାହ୍ମଣ ସାହି ନିକଟରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ବରୀ ତହସିଲ ପ୍ରଶାସନ ବରୀ ଦମକଳ ଓ ବରୀ ପୋଲିସ ର ଉପସ୍ଥିତରେ ପାଣି ପକାଇ ଲିଭାଇ ନଷ୍ଟ...
Accidentଭାଲୁ ଆକ୍ରମଣ ରେ ବୃଦ୍ଧ ଆହତmahabharatanewsApril 17, 2023 by mahabharatanewsApril 17, 20230169 ନୂଆପଡା :ନୂଆପଡାଜିଲ୍ଲା ବୋଡେ଼ନ ବ୍ଲକ କୁଳିଙ୍ଗାମାଲ ରେ ଭାଲୁ ଆକ୍ରମଣ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ କ୍ଷ କ୍ଷବୃଦ୍ଧ ଜଣଙ୍କ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ...
ଓଡିଶାଦୁର୍ଘଟଣାତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କାmahabharatanewsApril 15, 2023April 15, 2023 by mahabharatanewsApril 15, 2023April 15, 20230191 ଅନୁଗୋଳ / ସୁଧାକର ସାହୁ: ସଡକ ଦୁର୍ଘଟଣା ରେ ଚାଲିଗଲା ଚାଳକଙ୍କ ଜୀବନ । ତାଳଚେର ବାଙ୍କ ଧରା ଛକ ନିକଟରେ ଥିବା କୋଲ କରିଡର ରାସ୍ତା ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା...
ଓଡିଶାଦୁର୍ଘଟଣାଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ପିକଅପ୍ ,୩ ମୃତ ୬ ଗୁରୁତରmahabharatanewsApril 8, 2023 by mahabharatanewsApril 8, 20230156 ଧର୍ମଶାଳା/ ସୌମ୍ୟ ପଣ୍ଡା: ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ରାସ୍ତାରେ ଟ୍ରକକୁ ସାମନାରୁ ପିଟିଲା ପିକଅପ୍ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ...