ଓଡିଶାଦୁର୍ଘଟଣାଟ୍ରକ୍ ତଳେ ଚାପି ହୋଇ ହେଲପର ମୃତ, ଡ୍ରାଇଭର ଗୁରୁତ୍ୱରmahabharatanewsFebruary 12, 2024 by mahabharatanewsFebruary 12, 20240212 ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ଟ୍ରକ ତଳେ ଚାପି ହୋଇ ହେଲପର ଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ରାୟଗଡା ଜିଲା ବିଷମକଟକ ଥାନା...
ଦୁର୍ଘଟଣାଭାରତଦୁର୍ଘଟଣାଗ୍ରସ୍ତ ବସକୁ ପିଟିଲା କାର , ୫ ଜୀବନ୍ତ ଦଗ୍ଧmahabharatanewsFebruary 12, 2024February 12, 2024 by mahabharatanewsFebruary 12, 2024February 12, 20240128 ଉତ୍ତର ପ୍ରଦେଶ: ମଥୁରା ଥାନା ମହାବନ ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଥିବା ବେଳେ ଅନେକ । ଏକ ସ୍ଲିପର୍...
ଓଡିଶାଦୁର୍ଘଟଣାଦୁଇ କାର ଧକ୍କାରେ ଚାଲିଗଲା ମା’ ଝିଅର ଜୀବନmahabharatanewsFebruary 9, 2024 by mahabharatanewsFebruary 9, 20240189 ଅନୁଗୁଳ/ ସୁଧାକର ସାହୁ: କାରକୁ ଧକ୍କା ଦେଲା କାର ଚାଲିଗଲା ମା’ ଝିଅର ଜୀବନ । ଏଭଳି ଘଟରା ଘଟିଛି ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାରେ । ତେବେ ମୃତକ ଝିଅ...
ଭାରତବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତmahabharatanewsJanuary 5, 2024 by mahabharatanewsJanuary 5, 20240184 ଛତିଶଗଡ: ଛତିଶଗଡର ନାରାୟଣପୁରରେ ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବିଏସଏଫ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ । ଏହି ସମୟରେ ଗାଡି ଭାରସାମ୍ୟା ହରାଇ ଓଲଟି...
Uncategorizedକୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି ଜଣେ ମୃତ , ୧୯ ଗୁରୁତରmahabharatanewsJanuary 5, 2024 by mahabharatanewsJanuary 5, 20240175 ସୁନ୍ଦରଗଡ: କୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି । ସେଥି ରେ ଜଣଙ୍କର ମୃତ ହୋଇଥିବା ବେଳେ ୧୯ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ...
ଓଡିଶାଦୁର୍ଘଟଣାବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକmahabharatanewsOctober 24, 2023October 24, 2023 by mahabharatanewsOctober 24, 2023October 24, 20230155 କଳାହାଣ୍ଡି/ଜନକ ପୋଡ଼: ଅଧମୁଣ୍ଡ ନିକଟରେ ଏକ ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଗାଡି ବିଲକୁ ପାଲଟି ହେଇଯାଇ ଥିବାବେଳେ...
ଓଡିଶାଦୁର୍ଘଟଣାସାମାନ୍ୟ ତ୍ରୁଟି ନେଇଯାଇଛି ଦୁଇଟି ମୂଲ୍ୟବାନ ଜୀବନmahabharatanewsOctober 22, 2023 by mahabharatanewsOctober 22, 20230225 କୋରେଇ /ସୁନୀଲ କୁମାର ଓଝା: ଅନେକେ ଆସା ନେଇ ଆସିଥିଲେ ହେଲେ ସବୁ ଆସ ଅଧାରେ ରହିଗଲା । ଅନେକେ କିଛି ଭାବି ଘରକୁ ଫେରୁଥିଲେ ଦମ୍ପତି ହେଲେ କିଏ ଜାଣିଥିଲା ସେମାନଙ୍କ ର...
ଓଡିଶାଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣmahabharatanewsJuly 17, 2023July 17, 2023 by mahabharatanewsJuly 17, 2023July 17, 20230219 ବଡଚଣା/ବେଦପ୍ରକାଶ ନାୟକ : ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ | ସଡକ ଦୁର୍ଘଟଣାରେ ଦୁଇ ଆହତ | ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଶୈବ ପୀଠ ମହାବିନାୟକରେ ପାଣି ଢ଼ାଳି...
ଓଡିଶାଦୁର୍ଘଟଣାକାଠ ହଣୁଥିବା ବେଳେ ଗଛରୁ ପଡି ଲିଙ୍ଗରାଜ ବିଶୋଇଙ୍କ ମୃତ୍ୟୁmahabharatanewsMay 22, 2023 by mahabharatanewsMay 22, 20230178 କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଶ୍ରୀ ଯକ୍ଷ୍ୟ ବିଶୋଇଙ୍କ...
Accidentଓଡିଶାଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତmahabharatanewsMay 11, 2023 by mahabharatanewsMay 11, 20230167 କନ୍ଧମାଳ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି...