ଅପରାଧଓଡିଶାନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’mahabharatanewsOctober 7, 2022 by mahabharatanewsOctober 7, 20220192 ବାଲିଗୁଡ଼ା : ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ...
ଭାରତସ୍ୱାସ୍ଥ୍ୟଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୯୭ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsOctober 7, 2022 by mahabharatanewsOctober 7, 20220144 ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନାସଂକ୍ରମଣ ହ୍ରାସ ପାଇଛି । ଯାହା ୨ ହଜାର ତଳେ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୩୨ ହଜାର ତଳକୁ ଚାଲି ଆସିଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ଼ବ୍ସାଇଟ...
ଓଡିଶାସ୍ୱାସ୍ଥ୍ୟଝାଡାବାନ୍ତିରେ ଜଣେ ମହିଳା ମୃତ , ୯ଜଣ ଆକ୍ରାନ୍ତmahabharatanewsOctober 7, 2022 by mahabharatanewsOctober 7, 20220184 ସୋର : ଝାଡାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ...
ଓଡିଶାସ୍ୱାସ୍ଥ୍ୟକରୋନା ସଂକ୍ରମଣ ବଢିଛି : ୬୩ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsOctober 7, 2022 by mahabharatanewsOctober 7, 20220152 ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଛି । ଯାହା ଶହେ ତଳେ ରହିଛି। ଗତକାଲି ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ...
ଓଡିଶାଦୁର୍ଘଟଣାମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତରmahabharatanewsOctober 6, 2022 by mahabharatanewsOctober 6, 20220159 ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ: ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତା ର ଲୁଣା...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କରୋନା ସଂକ୍ରମଣ ଶହେ ତଳେ ରହିଛି : ୪୯ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsOctober 6, 2022 by mahabharatanewsOctober 6, 20220133 ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି । ଯାହା ଶହେ ତଳେ ରହିଛି। ଗତକାଲି ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କରୋନା ସଂକ୍ରମଣ ଶହେ ତଳେ ରହିଛି : ୬୭ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsOctober 3, 2022 by mahabharatanewsOctober 3, 20220185 ଭୁବନେଶ୍ୱର : ଅନେକ ଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିଲା । କିନ୍ତୁ ଆଜି କରୋନା ସଂକ୍ରମଣ ଏବେ ଶହେ ତଳେ ରହିଛି। ଗତକାଲି ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା...
ଭାରତମନୋରଞ୍ଜନବଲିଉଡ଼ର ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ଶାହେବ ଫାଲ୍କେ ଆୱାର୍ଡmahabharatanewsOctober 1, 2022 by mahabharatanewsOctober 1, 20220170 ନୂଆଦିଲ୍ଲୀ: ବଲିଉଡ଼ର ଜଣେ ସୁପରିଚିତ ତଥା ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିଛି ଦାଦା ଶାହେବ ଫାଲ୍କେ ଆୱାର୍ଡ । ୬୦-୭୦ ଦଶକରେ ନିଜ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ...
ଭାରତଭାରତରେ ଆଜିଠୁ 5G ସେବା ଆରମ୍ଭmahabharatanewsOctober 1, 2022 by mahabharatanewsOctober 1, 20220204 ବ୍ୟୁରୋ : ଅନେକ ଦିନରୁ 5G ସେବାପାଇଁ କାମ ଚାଲିଥିଲା । କିନ୍ତୁ ସବୁ ପରିଶ୍ରମ ଆଜି ସଫଳ ହେବାକୁ ଯାଉଛି । ତେବେ ଆଜି ଭାରତରେ ପ୍ରଯୁକ୍ତି ଯୁଗର ଆରମ୍ଭ କରିଲେ ପ୍ରଧାନ...
ଓଡିଶାମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନmahabharatanewsOctober 1, 2022 by mahabharatanewsOctober 1, 20220210 ପୁରୀ : ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ । ବେଢା ପରିକ୍ରମା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଦର୍ଶନ ମଧ୍ୟ କରିଛନ୍ତି...