ଅପରାଧଓଡିଶାଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଏସିଏସଓmahabharatanewsOctober 1, 2022October 1, 2022 by mahabharatanewsOctober 1, 2022October 1, 20220153 ଖୋର୍ଦ୍ଧା : ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଏସିଏସଓ । ରାଇସ୍ ମିଲ୍ ମାଲିକଙ୍କୁ ଅନୁକମ୍ପା ଦେଖାଇବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଖୋର୍ଦ୍ଧା ଏସିଏସଓ ବିଷ୍ଣୁ...
ଅପରାଧଓଡିଶାପ୍ରେମିକର ଛୁରାମାଡ଼ରେ ପ୍ରେମିକା ଭାଇର ମୃତ୍ୟୁmahabharatanewsOctober 1, 2022 by mahabharatanewsOctober 1, 20220184 ଭଦ୍ରକ : ପ୍ରେମିକ ଘଟିଲା ଉନ୍ନତ କାଣ୍ଡ । ସାମାନ୍ୟ ବଚସା ନେଲା ଜୀବନ । ପ୍ରେମିକ ମାରିଲା ନିଜ ପ୍ରେମିକାର ଭାଇକୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୪୬ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsOctober 1, 2022 by mahabharatanewsOctober 1, 20220188 ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି । ଯାହା ୨ ଶହ ତଳେ ରହିଛି। ଗତକାଲି ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା...
ଓଡିଶାମିଶନ ଶକ୍ତି ଋଣ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନmahabharatanewsSeptember 30, 2022 by mahabharatanewsSeptember 30, 20220210 ଗୋଳାମୁଣ୍ଡା / ପଙ୍କଜ ସାହୁ : ଓଡିଶାର ମାଁ ମାନଙ୍କ ଆର୍ଥିକ କ୍ଷେତ୍ର ର ଉନ୍ନତି ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଥମ ଥର...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ବଢିଛି କରୋନା ସଂକ୍ରମଣ; ୨୦୩ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsSeptember 30, 2022 by mahabharatanewsSeptember 30, 20220139 ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ କମୁଥିଲା କିନ୍ତୁ ଆଜି ବଢିଛି । ଯାହା ୨ଶହ ଉପରେ ରହିଛି । ଗତକାଲି ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ...
ଭାରତଦେଶରେ କରୋନା ସଂକ୍ରମଣ ହ୍ରାସ ; ୩,୯୪୭ କରୋନା ପଜିଟିଭ ଚିହ୍ନଟmahabharatanewsSeptember 30, 2022September 30, 2022 by mahabharatanewsSeptember 30, 2022September 30, 20220139 ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଯାହା ବର୍ତ୍ତମାନ ୪ ହଜାର ତଳେ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୦ ହଜାର ତଳେ ଥିବା କଥା ସ୍ୱାସ୍ଥ୍ୟ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsSeptember 29, 2022September 29, 2022 by mahabharatanewsSeptember 29, 2022September 29, 20220144 ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ କମିଛି । ଯାହା ଦୈନିକ କରୋନା ସଂକ୍ରମଣ ୨ଶହ ତଳେ ରହିଛି । ଗତକାଲି ୨୦୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ...
ଅପରାଧଓଡିଶାଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ରmahabharatanewsSeptember 29, 2022 by mahabharatanewsSeptember 29, 20220225 (ବସ୍ତା/ ଅଜିତ କୁମାର ସାହୁ): ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ଶିକ୍ଷା ବ୍ୟବସ୍ଥା ଉପରେ ଦେଶର ଭବିଷ୍ୟତ ନିର୍ଭର କରିଥାଏ। ସରକାର ଓ ଶିକ୍ଷାବିଭାଗ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କୋଟିକୋଟି ଟଙ୍କା ସାରି...
ଭାରତସ୍ୱାସ୍ଥ୍ୟଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ ; ୪,୨୭୨ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsSeptember 29, 2022 by mahabharatanewsSeptember 29, 20220153 ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଯାହା ବର୍ତ୍ତମାନ ୪ ହଜାର ଟପିଯାଇଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୧ ହଜାର ତଳେ ଥିବା କଥା ସ୍ୱାସ୍ଥ୍ୟ...
ଓଡିଶାଦୁର୍ଘଟଣାଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର ଆହତmahabharatanewsSeptember 28, 2022 by mahabharatanewsSeptember 28, 20220243 କେନ୍ଦୁଝର/ ବିଜୟ କୁମାର କରୁଆ : ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର...