ଭାରତଜନୀ ଡେପ୍ ଜିତିଲେ ମାନହାନି ମକଦ୍ଦମାmahabharatanewsJune 2, 2022 by mahabharatanewsJune 2, 20220233 ନୂଆଦିଲ୍ଲୀ: ହଲିଉଡ ଷ୍ଟାର ଜନୀ ଡେପ୍ ଏବଂ ତାଙ୍କର ପୂର୍ବତନ ପତ୍ନୀ ଆମ୍ବର ହର୍ଡଙ୍କ ମଧ୍ୟରେ କୋର୍ଟରେ ଚାଲିଥିବା ମାନହାନୀ ମୋକଦ୍ଦମାର ଫଇସଲା ଆସିଛି । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ସମାପ୍ତ ହୋଇଛି।...
ଭାରତମନୋରଞ୍ଜନଅନନ୍ୟା ପାଣ୍ଡେ ଏବେ ନିଜ ଷ୍ଟେଟମେଣ୍ଟକୁ ନେଇ କମେଣ୍ଟର ଶିକାରmahabharatanewsJune 2, 2022June 2, 2022 by mahabharatanewsJune 2, 2022June 2, 20220298 ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସେହି ଷ୍ଟାର କିଡ଼ସଙ୍କ ଭିତରେ ଜଣେ ଯିଏ ଆଜି କାଲି ବିଭିନ୍ନ ସୋସିଆଲ ମିଡିଆରେ ନିଜ ଷ୍ଟେଟମେଣ୍ଟକୁ ନେଇ କମେଣ୍ଟର ଶିକାର ହେଉଛନ୍ତି । ଗୋଟେ...
ଓଡିଶାଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!mahabharatanewsJune 2, 2022 by mahabharatanewsJune 2, 20220187 ଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ ଖେଳାଳି ୱାସିମ ଜାଫର । ଯିଏକି ବର୍ତ୍ତମାନ ଓଡିଶା ଦଳର କୋଚ ରହିଛନ୍ତି । ୨ ବର୍ଷ ପାଇଁ ଚୁକ୍ତି ହୋଇଥିବା ଏହି ପଦବୀକୁ କିନ୍ତୁ ଏବେ...
ଓଡିଶାଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା !mahabharatanewsJune 2, 2022 by mahabharatanewsJune 2, 20220226 କଟକ : ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟର ବଡ ନିଷ୍ପତ୍ତି ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦ୍ଦେଶ । ବର୍ଷା ପ୍ରିୟଦର୍ଶିନୀ ଛାଡିବେ ଅନୁଭବ ମହାନ୍ତିଙ୍କ ଘର ।...
ଓଡିଶାଘରକୁ ଆସିଲେ ଦୁଇଟି ଦୁଇଟି ଅତିଥି ; ଖୁସି ଖବର ଦେଲେ ଚୁଲବୁଲି ନାୟିକା ଝିଲିକ୍mahabharatanewsJune 2, 2022 by mahabharatanewsJune 2, 20220215 (ଭୁବନେଶ୍ୱର) : ଖୁସି ଖବର ଦେଲେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଚୁଲବୁଲି ନାdòକା ଝିଲିକ୍ ଭଟ୍ଟାଚାର୍ଯ୍ୟ । ଘରକୁ ଆସିଲେ ଗୋଟିଏ ନୁହେ ବରଂ ଦୁଇଟି ଦୁଇଟି ଅତିଥି । ଚନ୍ଦ୍ରଶେଖରପୁରର ଏକ ଘରୋଇ...
ଓଡିଶାଓଡ଼ିଆ ଫିଲ୍ମ ରିଲିଜ ହେଲା : ଦୃଷ୍ଟିକୋଣmahabharatanewsMay 31, 2022 by mahabharatanewsMay 31, 20220216 ଭୁବନେଶ୍ୱର: ଆଜି ରିଲିଜ ହେବ ଓଡ଼ିଆ ଫିଲ୍ମ ଦୃଷ୍ଟିକୋଣ । ସିନେପଲିସରେ ସଂଧ୍ୟା ୬ଟା ୧୫ରେ ସିନେମାର ପ୍ରିମିୟର ଅନୁଷ୍ଠିତ ହେବ । ଅକ୍ଷୟ ପରିଜା ପ୍ରଡ଼କ୍ସନରେ ନିବେଦିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି...
Uncategorizedଅପରାଧତରଭା ମଦ ଦୋକନ ଚୋରୀ ଘଟଣା ; ଦୁଇ ଗିରଫmahabharatanewsMay 30, 2022 by mahabharatanewsMay 30, 20220196 ସୋନପୁର: ତରଭା ମଦ ଦୋକନରେ ହୋଇଥିବା ଚୋରୀ ଘଟଣାର ଫର୍ଦ୍ଦଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ...
ଖେଳଭାରତଡେବ୍ୟୁରେ ଟାଇଟଲ ହାତେଇଲା ଗୁଜୁରାଟ ଟାଇଟନ୍ସ,mahabharatanewsMay 30, 2022 by mahabharatanewsMay 30, 20220276 ଅହମ୍ମଦାବାଦ : ଦୁର୍ବଳ ଦଳ ଭାବେ ବିବେଚନା କରାଯାଉଥିବା ଟିମ ଏବେ ଚାମ୍ପିଅନ। ରାଜସ୍ଥାନ ରୟାଲ୍ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଟାଇଟଲ ଦାବିଦାର ରୂପେ ଗଣା ହେଉଥିଲେ ।...
ଓଡିଶାରାଜନୀତିଗୁୁରୁମନ୍ତ୍ର ଦେଲେ ନବୀନ , ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କାମ କରିବାକୁ ପରାମର୍ଶmahabharatanewsMay 30, 2022 by mahabharatanewsMay 30, 20220193 ଭୁବନେଶ୍ୱର : ରାଜ୍ୟସଭାର ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକେଟ୍ ମିଳିବା ପରେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।...
ଭାରତଇଣ୍ଡିଗୋକୁ ୫ ଲକ୍ଷର ଜୋରିମାନାmahabharatanewsMay 28, 2022 by mahabharatanewsMay 28, 20220257 ରାଞ୍ଚି : ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ମନା କରିବା ଘଟଣାରେ ସଂପୃକ୍ତ ଇଣ୍ଡିଗୋ କମ୍ପାନୀକୁ ଡିଜିସିଏ ପକ୍ଷରୁ ୫ଲକ୍ଷ ଟଙ୍କାର ଜୋରିମାନା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଭାଗୀୟ...