ଓଡିଶାଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷmahabharatanewsNovember 9, 2023 by mahabharatanewsNovember 9, 20230122 (ବଲାଙ୍ଗୀରି) : ଭିଜିଲାନ୍ସ ପଞ୍ଝାରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ । ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...
ଓଡିଶାପୁଣି ପୋଲିସ ସହାୟତା ଲୋଡିଲେ ରାଜାଘର ସାନ ବୋହୂ mahabharatanewsAugust 12, 2023 by mahabharatanewsAugust 12, 20230110 (ଵଲାଙ୍ଗିର) : ଥାନାରେ ପହଞ୍ଚିଲେ ରାଜାଘର ସାନ ବୋହୂ । ଶ୍ୱଶୁର ଘରୁ ନିଜ ସାମଗ୍ରୀ ନେବା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ରାଜାଘର ସାନ ବୋହୂ । ଉଭୟଙ୍କ ମଧ୍ୟରେ କିଛି ଦିନ ହେଲା...
ଓଡିଶା୫ଟି ସଚିବଙ୍କ ବଲାଙ୍ଗୀରି ଗସ୍ତmahabharatanewsAugust 7, 2023 by mahabharatanewsAugust 7, 20230163 (ବଲାଙ୍ଗୀରି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ ସମସ୍ୟା ନେଇ...
ଓଡିଶାବୃଦ୍ଧି ପାଉଛି ହାତୀ ଆକ୍ରମଣ; ଜଣେ ପୂଜାରୀ ମୃତmahabharatanewsAugust 2, 2023 by mahabharatanewsAugust 2, 20230138 (ବଲାଙ୍ଗୀର) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଆକ୍ରମଣ । ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜୁରାବନ୍ଧ ପଞ୍ଚାୟତ ମାଲପଡ଼ା ଗାଁର ଶିବ ମନ୍ଦିର ପୂଜାରୀଙ୍କ ମୃତ୍ୟୁ ହୋଇଛି। ହାତୀଟି ଦିଲେଶ୍ବରଙ୍କ...
ଓଡିଶାଆଜି ବଲାଙ୍ଗୀରି ଆସୁଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନmahabharatanewsJuly 7, 2023 by mahabharatanewsJuly 7, 20230134 (ଝାଡ଼ଖଣ୍ଡ) : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଲାଙ୍ଗୀର ଆସୁଥିବା ଜଣାଯାଇଛି। ସେ ବର୍ତ୍ତମାନ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ସଞ୍ଜୟ ମିଶ୍ରଙ୍କ ପିତା ମାର୍କଣ୍ଡ ମିଶ୍ରଙ୍କ ଦ୍ୱାଦଶାହ କାର୍ଯ୍ୟରେ...
ଓଡିଶା୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦmahabharatanewsJune 22, 2023 by mahabharatanewsJune 22, 20230121 (ବଲାଙ୍ଗୀରି) : ବଲାଙ୍ଗୀର ସହରରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଠରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଫଳରେ ବଲାଙ୍ଗୀରରେ ଦେକାନବଜାର, ସରକାରୀ ବେସକାରୀ...
ଓଡିଶାମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ଓ ଅନୁସୂଚିତ ଜାତି ବିଭାଗର ସମ୍ବର୍ଦ୍ଧିତ ମେଳା ଅନୁଷ୍ଠିତmahabharatanewsMarch 3, 2023 by mahabharatanewsMarch 3, 20230154 ବଲାଙ୍ଗୀର : ଭୁବନେଶ୍ୱରରେ ଏସି, ଏସଟି ବିଭାଗର ସମର୍ଦ୍ଧିତ ସଭାରେ ବଲାଙ୍ଗୀର ଜିଲ୍ଲାର ତିନି ଜଣଙ୍କୁ ଓଡିଶା ସରକାରଙ୍କ ଦ୍ବାରା ସାମର୍ଦ୍ଧନା କରା ଯାଇଥିଲା । ସେଥି ଭିତରୁ ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ...
ଓଡିଶାରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍ଯାପିତmahabharatanewsFebruary 13, 2023 by mahabharatanewsFebruary 13, 20230157 ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କ ତ୍ରୀଦିବସିୟ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ...
ଓଡିଶାପାଟଣାଗଡ ଏସଡିପିଓ ଥାନା ଘେରାଉ କଲା ବିଜେପିmahabharatanewsFebruary 6, 2023 by mahabharatanewsFebruary 6, 20230173 ବଲାଙ୍ଗୀର/ଜଗନ୍ନାଥ ଧରୁଆ : ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇ ପଡିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସର ଭୂମିକାକୁ ନେଇ ଲୋକଙ୍କ ମଧ୍ୟରେ...
Uncategorizedକବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତmahabharatanewsJanuary 30, 2023 by mahabharatanewsJanuary 30, 20230149 ବଲାଙ୍ଗୀର : ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଆଜି କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଅଛି । ଏହି ସଭା ରେ କବି ସନ୍ଦୀପ...