ଓଡିଶାଶିକ୍ଷାଅଗଷ୍ଟ ୧୧ରୁ ଯୁକ୍ତ ତିନି ନାମଲେଖା ଲାଗି ଆବେଦନmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220138 ଅଗଷ୍ଟ ୩୧ରେ କଟ ଅଫ ମାର୍କ ଭୁବନେଶ୍ୱର: ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବା ପରେ ଯୁକ୍ତ ତିନିରେ ନାମ ଲେଖା ଲାଗି ଆବେଦନ ପ୍ରକ୍ରିୟା...
ଓଡିଶାବିଦୁସ୍ମିତାଙ୍କୁ ଠକିଦେଲେ ବିଲ୍ଡରmahabharatanewsAugust 8, 2022 by mahabharatanewsAugust 8, 20220170 ଜମି ଦେଲେନି କି ଟଙ୍କା ଫେରାଇଲେନି ଭୁବନେଶ୍ୱର: ଠକାମିର ଶିକାର ହେଲେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା। ଜମି କିଣି ଦେବାକୁ କହି ତାଙ୍କଠାରୁ ୧୫ଲକ୍ଷ ଟଙ୍କା ଠକିନେଇଛି ଜଣେ ବିଲ୍ଡର। ଆଉ ଏନେଇ ଖଣ୍ଡଗିରି...
ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨mahabharatanewsAugust 8, 2022 by mahabharatanewsAugust 8, 20220178 ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିଲେ ଲକ୍ଷ୍ୟ ସେନ ବର୍ମିଂହାମ: ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବିଭିନ୍ନ ବିଭାଗରେ ପଦକ ପରେ ପଦକ ହାତେଇବାରେ ଲାଗିଛି । ପିଭି ସିନ୍ଧୁଙ୍କ ପରେ ଆଉଜଣେ ଭାରତୀୟ ଲକ୍ଷ୍ୟ...
ଓଡିଶାଜିଏସଟି କମିଶନରଙ୍କ ଘରୁ ଠାବ ହେଲା ୧୧ଟି ପ୍ଲଟ ଓ ୬ ଦାମୀ ଗାଡିmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220210 ଭୁବନେଶ୍ୱର: ବାଣିଜ୍ୟ କର ଓ ଜିଏସଟି କମିଶନର ପୀୟୂଷ ପାଣିଙ୍କ ଘରୁ ଭିଡିଲାନ୍ସ ବିଭାଗ ୧୧ଟି ପ୍ଲଟ ଓ ୬ଟି ଦାମୀ ଗାଡି ଠାବ କରାଯାଇଛି। ଶ୍ରୀ ପାଣିଙ୍କର ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୧୧ଟି...
ଓଡିଶାପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220181 କଳାରେ ପାସ ହାର ୮୨ ପ୍ରତିଶତ ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱନୀ ମିଶ୍ର ପରୀକ୍ଷା...
ଓଡିଶାବଜ୍ରପାତ ଚାଲିଗଲା ୨ ମହିଳାଙ୍କ ଜୀବନmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220127 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସୁରେଖାଦେଇପୁର ଏବଂ ରାଇବନ୍ଧ ଗ୍ରାମରେ ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଚାଷ ଜମିରେ କାମ କରୁଥିବାବେଳେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା।...
ଓଡିଶାରାଜନୀତିଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220202 ଦୁଇ ଦନିଆ ଓଡି଼ଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସିଛନ୍ତି । ରବିବାର ରାତିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ...
ଭାରତରାଜନୀତିବିହାରରେ ଭାଙ୍ଗିବ କି ବିଜେପି ଜେଡିୟୁ ମେଣ୍ଟmahabharatanewsAugust 8, 2022 by mahabharatanewsAugust 8, 20220162 କାହାକୁ ନେଇ ସରକାର ଗଢିବେ ନୀତିଶ ପାଟନା: ବିହାରରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ବିଜେପିର ମିଳିତ ମଞ୍ଚ ଭାଙ୍ଗିବାକୁ ଯାଉଛି। ସୂଚନାନୁସାରେ, ଜେଡିୟୁ ଖୁବ ଶୀଘ୍ର ବିଜେପିରୁ ଅଲଗା ହେବାର ଘୋଷଣା...
ଓଡିଶାଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନରmahabharatanewsAugust 8, 2022 by mahabharatanewsAugust 8, 20220173 ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଣିଜ୍ୟ କର ଓ ଜିଏସଟି ଅତିରିକ୍ତ କମିଶନର ପୀୟୁଶ ପାଣିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୬ଟି...
ପ୍ରଯୁକ୍ତିଭାରତସିଏସଆଇଆର ପ୍ରଥମ ମହିଳା ନିର୍ଦ୍ଦେଶକ ହେଲେ ନଲ୍ଲାଥମୀ କଲାଇସେଲବୀmahabharatanewsAugust 7, 2022 by mahabharatanewsAugust 7, 20220165 ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମୀ କଲାଇସେଲବୀଙ୍କୁ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା କେନ୍ଦ୍ର (ସିଏସଆଇଆର)ର ପ୍ରଥମ ମହିଳା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଦେଶର ୩୮ଟି ଗବେଷଣା କେନ୍ଦ୍ରର ନେତୃତ୍ୱ ନେଉଥିବା ସିଏସଆଇଆର ପରିଚାଳନା...