ଓଡିଶାଵାଣିଜ୍ୟସରିଲା ପୁଞ୍ଜିପତିଙ୍କ ସମ୍ମିଳନୀmahabharatanewsSeptember 15, 2022 by mahabharatanewsSeptember 15, 20220279 ମେକ ଇନ ଓଡି଼ଶା କନକ୍ଲେଭ ଲାଗି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି...
ଖେଳଭାରତଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220190 ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ନରେଶ କୁମାର (୯୬)ଙ୍କର ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ନରେଶ କୁମାର ୧୯୨୮ମସିହା ଡିସେମ୍ବର ୨୨ ତାରିଖ ଲାହୋରରେ...
ଖେଳଭାରତଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶmahabharatanewsSeptember 14, 2022 by mahabharatanewsSeptember 14, 20220172 ବାଦ ପଡିଲେ ପୂର୍ବତନ ଟି-୨୦ ଅଧିନାୟକ ମହମ୍ମଦୁଲା ରିୟାଦ ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର – ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ପକ୍ଷରୁ ୧୫ ଜଣିଆ ଟିମ ଘୋଷଣା...
ଓଡିଶାଭାରତଶିକ୍ଷାଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛିmahabharatanewsSeptember 14, 2022 by mahabharatanewsSeptember 14, 20220241 ଦିନକୁ ଦିନ ବଢୁଛି ଜନବସତି ଓ କଂକ୍ରିଟ ଜଙ୍ଗଲ ବାଙ୍ଗାଲୋର: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବା ସାଙ୍ଗକୁ...
ଅପରାଧଓଡିଶାପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220190 ଗଞ୍ଜାମ: ବ୍ରହ୍ମପୁର ପୁଲିସ ପକ୍ଷରୁ ଏକ ଗହଣା ଲୁଟେରା ଗ୍ୟାଙ୍ଗକୁ ଠାବ କରାଯାଇଛି। ଗ୍ୟାଙ୍ଗର ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ବ୍ରହ୍ମପୁର ସହରର ସୋମନାଥ ନଗର ତୃତୀୟ ଲାଇନ ସ୍ଥିତ...
ଅପରାଧଓଡିଶାଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220196 ଗଞ୍ଜାମ: ଆସିକା ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିଙ୍କ ଠାରୁ ନଗଦ ୮୦,୨୦୦ ଟଙ୍କା, ୧୫ଟି ମୋବାଇଲ ଓ ୨ ଟି ବାଇକ ଜବତ କରାଯାଇଛି। ଏଥିସହିତ ଆସିକା...
ଓଡିଶାଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପିmahabharatanewsSeptember 14, 2022 by mahabharatanewsSeptember 14, 20220158 ଗଞ୍ଜାମ: ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟ ଅଚାନକ ଛତ୍ରପୁର ଥାନାକୁ ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚିବା ପରେ ବିଭିନ୍ନ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରିଥିଲେ। ଥାନାରେ କେତେ ମାମଲା ରୁଜୁ ହୋଇଛି...
ଅପରାଧଓଡିଶାମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220165 ଗଞ୍ଜାମ: ମହିଳାଙ୍କୁ ଆକ୍ରମଣ କରିବା ଓ ଗାଡି ପୋଡିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମର ସୁବାସ...
ଓଡିଶାରାଜନୀତିଵାଣିଜ୍ୟପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220289 ନଭେମ୍ବରରେ ହେବ ମେକ ଇନ ଓଡି଼ଶା କନକ୍ଲେଭ ମୁମ୍ବାଇ: ଓଡି଼ଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି। ସେଠାରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ...
ଭାରତସଡକ ପରିବହନ ମନ୍ତ୍ରୀଙ୍କ ବଡ ସୂଚନାmahabharatanewsSeptember 13, 2022September 13, 2022 by mahabharatanewsSeptember 13, 2022September 13, 20220152 ଇଲେକ୍ଟ୍ରି ଯାନ ଲାଗି ତିଆରି ହେବ ସ୍ୱତନ୍ତ୍ର ରାଜପଥ ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ନଜରରେ ରଖି ଲୋକଙ୍କ ମଧ୍ୟରେ ଇଲେକ୍ଟ୍ରିକ ଯାନ...