ଅପରାଧଓଡିଶାଶ୍ରେଣୀ କକ୍ଷରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହmahabharatanewsJuly 28, 2022 by mahabharatanewsJuly 28, 20220140 ପାରଳାଖେମୁଣ୍ଡି: ରାଜ୍ୟରେ ଦିନକୁ ଦିନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ସଂପ୍ରତି ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ହେଉ କିମ୍ବା ସିନିୟରମାନଙ୍କ ର୍ୟାଗିଂ ନେଇ...
ଓଡିଶାରାଜନୀତିସମ୍ପାଦକୀୟ ମାଧ୍ୟମରେ ପିଏ ସାଙ୍ଗମାଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀmahabharatanewsJuly 28, 2022 by mahabharatanewsJuly 28, 20220192 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବରକାଗଜରେ ସମ୍ପାଦୀୟ ଲେଖି ଚର୍ଚ୍ଚାକୁ ଆସିଛନ୍ତି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏ ମାଟିର କନ୍ୟା ଶୀର୍ଷକ ଆର୍ଟିକିଲ ଲେଖିବା ପରେ ସାଧାରଣରେ ବହୁ...
ଓଡିଶାଭାରତରାଜନୀତିଅଧୀରଙ୍କ ମନ୍ତବ୍ୟ ନେଇ ସଂସଦରେ ହଙ୍ଗାମାmahabharatanewsJuly 28, 2022 by mahabharatanewsJuly 28, 20220146 ନୂଆଦିଲ୍ଲୀ: କଂଗ୍ରେସର ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ଉଭୟ ସଦନର ବିଜେପି ସଦସ୍ୟମାନେ ଗୃହ...
ଅପରାଧଓଡିଶାନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫmahabharatanewsJuly 28, 2022 by mahabharatanewsJuly 28, 20220182 ୩ କୋଟି ଟଙ୍କାର ସମ୍ପତ୍ତି ଜବତ ଭୁବନେଶ୍ୱର: ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି। ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ। ଜବତ ହୋଇଥିବା ସମ୍ପତ୍ତି...
ଓଡିଶାରାଜନୀତିକଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଘଟଣାmahabharatanewsJuly 28, 2022July 28, 2022 by mahabharatanewsJuly 28, 2022July 28, 20220194 ଗୃହକୁ ୪ଟା ଯାଏ ମୁଲତବୀ କଲେ ବାଚସ୍ପତି ଭୁବନେଶ୍ୱର: କଂଗ୍ରେସର ଲୋକସଭା ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ...
ଓଡିଶାଓଏଏସସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାରmahabharatanewsJuly 28, 2022 by mahabharatanewsJuly 28, 20220251 ଭୁବନେଶ୍ୱର: ବୁଧବାର ରାଜ୍ୟ ସରକାର ଓଏଏସସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ ଜୁଜୁମରା...
ଭାରତରାଜନୀତିସଂସଦରେ ଦରବୃଦ୍ଧି ପ୍ରତିବାଦ: ୧୯ ରାଜ୍ୟସଭା ସାଂସଦ ନିଲମ୍ବିତmahabharatanewsJuly 27, 2022 by mahabharatanewsJuly 27, 20220183 ଆସନ୍ତା ସପ୍ତାହରେ ଆଲୋଚନା ଲାଗି କହିଲେ ରାଜ୍ୟସଭା ଅଧ୍ୟକ୍ଷ ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ଆରମ୍ଭରେ ରାଜ୍ୟସଭାରେ ଦରବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ। ସୂଚନାନୁସାରେ, ବିରୋଧୀ ଦଳର ନେତାମାନେ ୧୯ ଜଣ ସଦସ୍ୟଙ୍କ ନିଲମ୍ବନ...
Uncategorizedପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳmahabharatanewsJuly 27, 2022 by mahabharatanewsJuly 27, 20220179 ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ...
ଓଡିଶାଭାରତରାଜନୀତିମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟmahabharatanewsJuly 27, 2022 by mahabharatanewsJuly 27, 20220127 ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)...
ଓଡିଶାଶିକ୍ଷାଗୋଦାବରୀଶ ମହାବିଦ୍ୟାଳୟରେ ୬୦ତମ ବାର୍ଷିକ ଉତ୍ସବmahabharatanewsJuly 27, 2022July 27, 2022 by mahabharatanewsJuly 27, 2022July 27, 20220138 ବାଣପୁର: ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧ ବର୍ଷିକି ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତିର...