Tag : Biswajit

ଓଡିଶାଭାରତରାଜନୀତି

ପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତା

mahabharatanews
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ବନ୍ଧୁ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ...
ଭାରତରାଜନୀତି

ରେଳ ନିଯୁକ୍ତି ଦୁର୍ନୀତି ମାମଲା, ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଗିରଫ

mahabharatanews
ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀରୁ ଚାକିରି ଠକେଇ ଅଭିଯୋଗରେ ସିବିଆଇ ଲାଲୁ ପ୍ରସାଦ ଯାଦବଙ୍କ ତତ୍କାଳୀନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିଛି। ପାଟନା ଏବଂ ଦରଭଙ୍ଗାସ୍ଥିତ ତାଙ୍କ ସ୍ଥାନରେ ସିବିଆଇର ଚଢାଉ...
ଓଡିଶାଶିକ୍ଷା

ପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳ

mahabharatanews
ଭୁବନେଶ୍ୱର: ଚଳିତ ବର୍ଷର ଓଜେଇ ରେଜଲ୍ଟ ପ୍ରକାଶ ପାଇଛି। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶ ପାଇଛି। ଏନେଇ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ...
ଭାରତରାଜନୀତି

ସୋନିଆ ଗାନ୍ଧୀଙ୍କୁ ୭୦ରୁ ଊର୍ଦ୍ଧ ପ୍ରଶ୍ନ କଲା ଇଡି

mahabharatanews
କଂଗ୍ରେସର ପ୍ରତିବାଦ ଜାରି ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଦୁଇ ଦିନ ଧରି ଘନ ଘନ ଜେରା କରାଯାଇଥିଲା । ସେନିଆଙ୍କୁ ଇଡି...
ଓଡିଶାରାଜନୀତିଵାଣିଜ୍ୟ

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

mahabharatanews
ଗୃହରେ ଉତ୍ତର ରଖିଲେ ଖଣି ଓ ଇସ୍ପାତ ମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସମୃଦ୍ଧ ଲାଗି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ...
Uncategorized

ଭୁବନେଶ୍ୱର ଏମସରେ ପାର୍ଥ ଚାର୍ଟାଜୀ

mahabharatanews
ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଗିରଫ ହୋଇଥିଲେ ଭୁବନେଶ୍ୱର: ପଶ୍ଚିମବଙ୍ଗର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମସକୁ ଚିକିତ୍ସା ଲାଗି ଅଣାଯାଇଛି। ରବିବାର କୋଲକାତା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା...
ଅପରାଧଓଡିଶାରାଜନୀତି

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏନେଇ ଶ୍ରୀ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। କୋର୍ଟଙ୍କ ସର୍ତ୍ତ ଅନୁସାରେ ବର୍ଷେ ଯାଏ ନିର୍ବାଚନମଣ୍ଡଳୀକୁ ଯାଇପାରିବେ...
Uncategorized

ଦେଶରେ ଗରିବଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ: ରାଷ୍ଟ୍ରପତି

mahabharatanews
ଶପଥ ଗ୍ରହଣ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପ୍ରଧାନବିଚାରପତି ଏନ୍ଭି ରାମାନା ଶପଥ...
ଓଡିଶାଭାରତରାଜନୀତି

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

mahabharatanews
ନୂଆଦିଲ୍ଲୀ: ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପ୍ରଧାନ ବିଚାରପତି ଏନ.ଭି ରାମାନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମୟରେ ଉପରାଷ୍ଟ୍ରପତି...
ଓଡିଶା

କଲେରା ଝାଡାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

mahabharatanews
ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଆଜି ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ...