ଭାରତମନୋରଞ୍ଜନମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ରmahabharatanewsNovember 12, 2025 by mahabharatanewsNovember 12, 2025040 ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଧର୍ମେନ୍ଦ୍ର । ଜୀବନ ପାଇଁ ଏତେ ଦିନର ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି । ଧର୍ମେନ୍ଦ୍ରଙ୍କ...
ଭାରତମନୋରଞ୍ଜନଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ ‘କିଙ୍ଗ’, ବଜେଟ ୩୫୦ କୋଟିmahabharatanewsNovember 10, 2025 by mahabharatanewsNovember 10, 2025041 ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ କିଙ୍ଗ ଦିନକୁ ଦିନ ବଡ଼ ହେବାରେ ଲାଗିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିଦେ୍ର୍ଦଶିତ ଏହି ଆକ୍ସନ ଥ୍ରୀଲରକୁ ଭାରତରେ ନିର୍ମିତ ସବୁଠାରୁ ବଡ ଏବଂ ମହଙ୍ଗା ଆକ୍ସନ ସିନେମା ଭିତରୁ...
ମନୋରଞ୍ଜନଗଙ୍ଗୁବାଇ ଗେଟଅପ୍ ରେ ରାମ୍ପୱାକ କଲେ ବିଦେଶି ମଡେଲmahabharatanewsNovember 9, 2022November 9, 2022 by mahabharatanewsNovember 9, 2022November 9, 20220144 ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ଫିଲ୍ମକୁ ନେଇ ତ କେବେ ନିଗ ଲୁକ୍ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆଲିଆ । ବର୍ତ୍ତମାନ...
ମନୋରଞ୍ଜନଏକା ସଙ୍ଗେ ଆସିବାକୁ ଯାଉଛନ୍ତି ଖାନ୍ ବ୍ରଦର୍ସmahabharatanewsNovember 8, 2022November 8, 2022 by mahabharatanewsNovember 8, 2022November 8, 20220137 ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ଫିଲ୍ମକୁ ନେଇ ତ ପୁଣି କେବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସଲମାନ । ଏହି କିଛି...
ମନୋରଞ୍ଜନଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକରmahabharatanewsApril 25, 2022April 25, 2022 by mahabharatanewsApril 25, 2022April 25, 20220296 ବ୍ୟୁରୋ : ବଲିଉଡରେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ସଦ୍ୟ ସୂଚନାନୁଯାୟୀ ସେ ବଲିଉଡରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ।...
ମନୋରଞ୍ଜନଆଖି ବୁଜିଲେ ଅଭିନେତ୍ରୀ ମଞ୍ଜୁ ସିଂହmahabharatanewsApril 16, 2022 by mahabharatanewsApril 16, 20220291 (ମୁମ୍ବାଇ) : ପରଲୋକରେ ଭେଟେରାନ ଟିଭି ଉପସ୍ଥାପିକା ତଥା ଅଭିନେତ୍ରୀ ମଞ୍ଜୁ ସିଂହ । ଗୀତିକାର ତଥା ଗାୟକ ସ୍ୱାନନ୍ଦ କିରକିରେ ଟ୍ୱିଟ୍ କରି ତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। मंजू सिंह...
ଭାରତବ୍ରାଇଡାଲ୍ ଡିଜାଇନରଙ୍କୁ ଭେଟିଲେ ରଣବୀର ଓ ଆଲିୟାmahabharatanewsMarch 29, 2022 by mahabharatanewsMarch 29, 20220292 (ମୁମ୍ବାଇ) : ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି...
ମନୋରଞ୍ଜନପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକିmahabharatanewsMarch 26, 2022March 26, 2022 by mahabharatanewsMarch 26, 2022March 26, 20220189 (ମୁମ୍ବାଇ) : ନିଜକୁ ବଲିଉଡ ଜଗତରୁ ଦୁରେଇ ରହିଥିବା ବଲିଉଡ ଅଭିନେତା ଫରଦୀନ ଖାନ ପୁଣି ଚର୍ଚ୍ଚାରେ । ତେବେ ସେ ଖୁବ ଶୀଘ୍ର ଫିଲ୍ମକୁ ଫେରିବାକୁ ଯାଉଛନ୍ତି। ଏହି ସମୟରେ ତାଙ୍କ ମୃତ୍ୟୁର...
ମନୋରଞ୍ଜନବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର ଏବଂ ଆଲିଆmahabharatanewsMarch 12, 2022March 12, 2022 by mahabharatanewsMarch 12, 2022March 12, 20220156 (ମୁମ୍ବାଇ) : ନିକଟରେ ଆଲିଆ ଭଟ୍ଟ ଆଜିକାଲି ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ। କିନ୍ତୁ ଦର୍ଶକ ଉତ୍ସାହର ସହିତ ସେମାନଙ୍କର ବିବାହକୁ ଅପେକ୍ଷା କରିଛନ୍ତି । ଏପର୍ଯ୍ୟନ୍ତ ଏହି ଦୁଇ ଷ୍ଟାରଙ୍କଠାରୁ କୌଣସି ଅଫିସିଆଲ୍...
Uncategorizedସିଦ୍ଧାର୍ଥଙ୍କ ସଂସ୍କାରରେ ଶେହନାଜmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210171 ମୁମ୍ବାଇ: ଓସିୱାରା ଶ୍ମଶାନ ଘାଟରେ ଶେଷ ହୋଇଛି ବିଗବସ ବିଜେତା ତଥା ଟିଭି ସିରିଏଲ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର । ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କର ବନ୍ଧୁ, ପରିବାରଙ୍କ ସମେତ ଅନେକ ସାଥୀ...