ଓଡିଶାଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬mahabharatanewsFebruary 20, 2026 by mahabharatanewsFebruary 20, 2026051 ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଓଡିଶାଭାରତରାଜନୀତିବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।mahabharatanewsFebruary 1, 2026 by mahabharatanewsFebruary 1, 2026050 ବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯାହାକୁ ନେଇ ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍ ଉପରେ ମୁଁ ମୋର ନିରାଶା...
ଓଡିଶାଶସ୍ତା ହେବ ଚିନି ଏବଂ କର୍କଟ ଔଷଧmahabharatanewsFebruary 1, 2026 by mahabharatanewsFebruary 1, 2026060 ବଜେଟ୍ ଭାଷଣର ୧୦ଟି ବଡ଼ କଥା। ୭ଟି ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ । ଜୈବ ଔଷଧ କ୍ଷେତ୍ର ପାଇଁ ୧୦,୦୦୦ କୋଟି ଟଙ୍କା। ଶସ୍ତା ହେବ ଚିନି ଏବଂ କର୍କଟ ଔଷଧ ।...