ସହିଦ ସପ୍ତାହ: ସୁରକ୍ଷା ବାହିନୀ ଗୁଳିରେ ଏକାଧିକ ନକ୍ସଲ ମୃତ୍ୟୁ
(ଛତିଶଗଡ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା । ଛତିଶଗଡର ସୁକମା ଜିଲ୍ଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୪ ରୁ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚାନୁଯାୟୀ ,ଚିନ୍ତାଗୁପା ଜଙ୍ଗଲରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଅନେକ ନକ୍ସଲ ନିହତ ହୋଇଛନ୍ତି । ସହିଦ ସପ୍ତାହର...
