Tag : chhatisgard

ଦେଶ ବିଦେଶ

ଛତିଶଗଡ଼ ଜଶପୁରରେ ବଡ଼ ଅଘଟଣ

mahabharatanews
ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ରିପୋର୍ଟ ଆସିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁର୍ଘଟଣାଗ୍ରସ୍ତ ହେବାର ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା...
ଭାରତ

ଯବାନଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

mahabharatanews
(ଛତିଶଗଡ଼) : ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୂଚନାନୁଯାୟୀ , ସୁକୁମା-ବିଜାପୁର ସୀମାବର୍ତ୍ତୀ...
ଓଡିଶା

 ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ

mahabharatanews
(ଛତିଶଗଡ଼) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ଆକ୍ରମଣ । ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ବଡ଼ ଅପରେସନ ଆରମ୍ଭ ହୋଇଯାଇଛି। ସୁରକ୍ଷା ବାହିନୀର ଯବାନମାନେ ଛତିଶଗଡ଼ର ବିଜାପୁର-ଦନ୍ତେଓ୍ବାଡା ସୀମାରେ ଅପରେସନ...
ଭାରତ

ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

mahabharatanews
(ଛତିଶଗଡ଼) : ଓଡିଶା ସୀମାନ୍ତ ଛତିଶଗଡ଼ ବିଜାପୁରଠାରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ  । ବିଜେପି ନେତା କୈଳାଶ ନାଗଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି  । ତେବେ ଅପହରଣ ପରେ ମାଓବାଦୀମାନେ କୈଳାଶଙ୍କୁ ହତ୍ୟା କରିଥିଲେ...
ଭାରତ

ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦ

mahabharatanews
 (ଛତିଶଗଡ଼): ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲା ସୀମା ଟେକଲଗୁଡ଼େମ୍‌ରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ମାଓବାଦୀ। ପୁଲିସ କ୍ୟାମ୍ପ୍‌ ନିକଟରେ ଅତର୍କିତ ଆକ୍ରମଣ ଯୋଗୁଁ ୩ଜଣ ଯବାନ ସହିଦ ହୋଇଛନ୍ତି। ଏମାନେ...
ଭାରତ

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews
(ଛତିଶଗଡ଼) : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ ଏବଂ ବିଜୟ...
ଭାରତ

ବିସ୍ଫୋରଣରେ ଜଣେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ସହିଦ

mahabharatanews
(ଛତିଶଗଡ଼) : ଛତିଶଗଡ଼ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ସହିଦ । ତେବେ ସହିଦ ଯବାନ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମର କରୁଣାକର ଶିଅଳଙ୍କ ପୁଅ...
ଭାରତ

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ

mahabharatanews
(ଛତିଶଗଡ଼) : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ଭାରତ

ଛତିଶଗଡରେ ନିର୍ବାଚନୀ ହିଂସା 

mahabharatanews
(ଛତିଶଗଡ) : ଆଜି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତାଜା ସୂଚନା ମୁତାବକ ନକ୍ସଲମାନେ ଆଇଇଡି ବିସ୍ଫୋରଣ...
ଭାରତ

ରାୟପୁର ଗସ୍ତରେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜା

mahabharatanews
(ଛତିଶଗଡ଼) : ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଛତିଶଗଡ଼ର ରାଜଧାନୀ ରାୟପୁରର ଏକ ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି। ସୂଚନା ଅନୁସାରେ,  ଛତିଶଗଡ଼...