ଭାରତକୋଭାକ୍ସିନ ଟିକା ବଢାଇଲା ଚିନ୍ତାmahabharatanewsMay 17, 2024 by mahabharatanewsMay 17, 2024071 (ଦିଲ୍ଲୀ): କରୋନା ଟିକାକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍ଲେଟ୍ କାଉଣ୍ଟ କମିଯିବା ଭଳି ବିରଳ...
ଭାରତଏହି କୋଭିଡ୍ ଟିକାର ରହିଛି ପାର୍ଶ୍ବପ୍ରତିକ୍ରିୟାmahabharatanewsMay 9, 2024May 9, 2024 by mahabharatanewsMay 9, 2024May 9, 2024064 (ଦିଲ୍ଲୀ) : ଟିକାରେ ପ୍ରବଳ ପାର୍ଶ୍ବପ୍ରତିକ୍ରିୟା ରହିଥିବା ବ୍ରିଟିସ ଔଷଧ କମ୍ପାନି ସ୍ୱୀକାର କରିବାର କିଛି ଦିନ ପରେ ଆଷ୍ଟ୍ରାଜେନେକା ଏହାର କୋଭିଡ୍-୧୯ ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ସୂଚନାନୁଯାୟୀ ,...
ଭାରତସ୍ୱାସ୍ଥ୍ୟଦେଶରେ କରୋନା ନେଲା ଆଉ ୧୨ ଜୀବନmahabharatanewsJanuary 5, 2024January 5, 2024 by mahabharatanewsJanuary 5, 2024January 5, 20240118 ନୂଆଦିଲ୍ଲୀ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୭୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ...
ଓଡିଶାଭାରତଗତ ୨୪ଘଣ୍ଟାରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟmahabharatanewsJune 15, 2023 by mahabharatanewsJune 15, 20230150 (ଭୁବନେଶ୍ୱର) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ତେବେ ଗତ ୨୪ଘଣ୍ଟା ମଧ୍ୟରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ...
ଓଡିଶାଭାରତଗତ ୨୪ ଘଣ୍ଟାରେ ଦେଶରୁ ୧୬୯ କରୋନା ସଂକ୍ରମିତ ଚିହ୍ନଟmahabharatanewsJune 9, 2023 by mahabharatanewsJune 9, 20230108 (ଦିଲ୍ଲୀ) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୭୦...
ଓଡିଶାଝଡ଼ବର୍ଷା : ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରିmahabharatanewsJune 2, 2023 by mahabharatanewsJune 2, 2023085 (ଭୁବନେଶ୍ୱର) : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି। ତେବେ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ଜୁନ୍ ୩ ତାରିଖ ଶନିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ସୂଚନାନୁଯାୟୀ , ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା...
ଓଡିଶା ଗତ ୨୪ ଘଣ୍ଟାରେ ଦେଶରୁ ୨୬୭ କରୋନା ସଂକ୍ରମିତ ଚିହ୍ନଟ mahabharatanewsJune 2, 2023 by mahabharatanewsJune 2, 2023077 (ଭୁବନେଶ୍ୱର) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କାରଣ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୨୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା...
ଓଡିଶାଭାରତଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ mahabharatanewsJune 1, 2023 by mahabharatanewsJune 1, 20230111 (ଭୁବନେଶ୍ୱର) : ଦିନକୁ ଇଦଂ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ କରାଯାଇଛି। ତେବେ ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୩୦୦...
ଓଡିଶାଗତ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟmahabharatanewsMay 31, 2023 by mahabharatanewsMay 31, 20230102 (ଭୁବନେଶ୍ୱର) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରାମଣଙ୍କ ସଂଖ୍ୟା । ଏହିକ୍ରମରେ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୪୦୦...
ଓଡିଶା ୨୪ ଘଣ୍ଟାରେ ଦେଶରୁ ୩୧୦ କରୋନା ସଂକ୍ରମିତ ଚିହ୍ନଟmahabharatanewsMay 29, 2023 by mahabharatanewsMay 29, 2023088 (ଭୁବନେଶ୍ୱର) : ଦିନକୁ ଦିନ କରୋନା ଦୈନିକ ସଂକ୍ରମଣ ମାମଲାରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୩୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରିକି ବର୍ତ୍ତମାନ...