ଓଡିଶାସେପ୍ଟେମ୍ବର ୧୩ ତାରିଖରେ କଟକ ବନ୍ଦmahabharatanewsSeptember 6, 2021 by mahabharatanewsSeptember 6, 20210188 (କଟକ): କଟକ ନଗର ବିଜେପି ବିରୋଧ କଲା ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ନେଇ । ରାଜ୍ୟରେ ସମସ୍ତ ପ୍ରକାରର ପ୍ରେକ୍ଷାଳୟ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଦୋକାନ, ବଜାର ଖୋଲିଥିବା ବେଳେ କେଉଁ...
ଓଡିଶାପୂର୍ବ ଭାରତରେ ସବୁଠୁ ବଡ ଇକମୋ ୟୁନିଟmahabharatanewsAugust 25, 2021 by mahabharatanewsAugust 25, 20210212 ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଇକମୋ ଚିକିତ୍ସା । ଖୁବଶୀଘ୍ର ଆସନ୍ତା ୨୭ ତାରିଖରୁ କଟକ ଏସସିବି ବଡ ମେଡିକାଲରେ ଇକମୋ ଚିକିତ୍ସା ଆରମ୍ଭ ହେବ । ଏଥିପାଇଁ ମେଡିକାଲରେ ମୋଟ ୯ଟି...
ଅପରାଧସ୍ୱାସ୍ଥ୍ୟକର୍ମୀଙ୍କୁ ମାରି ଯୁବକ ଫେରାରmahabharatanewsAugust 21, 2021August 21, 2021 by mahabharatanewsAugust 21, 2021August 21, 20210186 ଆଠଗଡ: କୋରୋନା ଯୁଦ୍ଧରେ ନିଜ ଜୀବନକୁ ଖାତିିର ନକରି ଜନସେବା ପାଇଁ ଆଗେଇ ଆସିଥିଳେ ସ୍ୱାସ୍ଥ୍ୟକର୍ମୀ । ଆଜି କିଛି ମାତ୍ରାରେ କୋରୋନା ନିୟନ୍ତ୍ରିତ ହେବାର ଶ୍ରେୟ ସେମାନଙ୍କୁ ହିଁ ଯାଉଛି । କିନ୍ତୁ...
ଅପରାଧପୋଲିସ ହାତରେ ୬ ଲୁଟେରାmahabharatanewsAugust 17, 2021 by mahabharatanewsAugust 17, 20210212 କଟକ: କଟକ ଚୌଦ୍ୱାର ଥାନା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । କବଜାକୁ ଆସିଛି ୬ ଜଣିଆ ଲୁଟେରା ଗ୍ୟାଙ୍ଗ । ଦୀର୍ଘ ଦିନ ହେବ ଚୌଦ୍ୱାର ଏବଂ ଜଗତପୁର ଅଞ୍ଚଳରେ...
ଅପରାଧଚଢାଉରେ ଏକ ହଜାରରୁ ଅଧିକ ଲିଟର ମଦ ଜବତmahabharatanewsAugust 11, 2021August 11, 2021 by mahabharatanewsAugust 11, 2021August 11, 20210157 ବାଙ୍କୀ: ବାଙ୍କୀ ଏବଂ ଆଠଗଡ ଅବକାରୀ ବିଭାଗ ଆସିଛି ଆକ୍ସନ ମୁଡକୁ । ଦେଶୀ ମଦ ବୋଝେଇ ଗାଡି, ଏକ ହଜାରରୁ ଅଧିକ ଦେଶୀ ମଦ ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ...
ଓଡିଶାଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁmahabharatanewsAugust 6, 2021 by mahabharatanewsAugust 6, 20210191 କଟକ(ମହାଭାରତ): ଓଡିଶାର ସର୍ବବୃହତ ମେଡିକାଲ କଟକ ଏସସିବି ମେଡିକାଲରୁ ବାରମ୍ବାର ରୋଗୀଙ୍କ ପ୍ରତି ଅବହେଳାର ଚିତ୍ର ସାମ୍ନାକୁ ଆସୁଛି । କେବେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ତ ପୁଣି କେବେ ସନ୍ଦେହଜନକ ଭାବରେ...