ଭାରତଵାଣିଜ୍ୟଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦରmahabharatanewsApril 23, 2022April 23, 2022 by mahabharatanewsApril 23, 2022April 23, 20220427 ଦିଲ୍ଲୀ : ପୁଣି ଖାଉଟିଙ୍କ ପାକେଟ ଉପରେ ବୋଝ । ଖୁବଶୀଘ୍ର ଭାରତରେ ବୃଦ୍ଧିହେବାକୁ ଯାଉଛି ଖାଇବା ତେଲର ଦର । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା...
ଭାରତଶିକ୍ଷାଭାରତର କଡା ଆଭିମୁଖ୍ୟ : ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶmahabharatanewsApril 23, 2022April 23, 2022 by mahabharatanewsApril 23, 2022April 23, 20220303 ଦିଲ୍ଲୀ : କେନ୍ଦ୍ରର ବଡ ନିଷ୍ପତ୍ତି । ପାକିସ୍ତାନରେ ଶିକ୍ଷାଗ୍ରହଣ କଲେ ଭାରତରେ ମିଳିବନି ଚାକିରି । ଭାରତର ଏପରି କଡା ଆଭିମୁଖ୍ୟରେ ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ । ଦେଶର...
ଭାରତଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ନୂତନ ସ୍ଥଳସେନା ମୂଖ୍ୟmahabharatanewsApril 19, 2022 by mahabharatanewsApril 19, 20220251 ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ଆର୍ମୀର ନୂତନ ସ୍ଥଳସେନା ମୁଖ୍ୟ ଭାବେ ଏପ୍ରିଲ ୩୦ରେ ଦାଇତ୍ୱ ଗ୍ରହଣ କରିବେ । ଏହା ସହ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କ ସହକର୍ମୀମାନେ ତାଙ୍କୁ ଜଣେ...
ଭାରତ୨୧୪ କ୍ୟାଲିବର ବିଶିଷ୍ଟ ପିନାକା ରକେଟ ସିଷ୍ଟମ୍ ଲଞ୍ଚ କରିଛି ଭାରତmahabharatanewsApril 11, 2022 by mahabharatanewsApril 11, 20220390 ନୂଆଦିଲ୍ଲୀ : ଋଷ ଆଉ ୟୁକ୍ରେନ ଭିତରେ ଚାଲିଥିବା ଏହି ମହାଯୁଦ୍ଧ ଭିତରେ ଭାରତ ପିନାକା ନାମକ ଆଉ ରକେଟ ପରୀକ୍ଷଣ କରିଛି । ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ଭାରତ...
ଓଡିଶାଭାରତହାଣ୍ଡିଶାଳେ ଲାଗିଛି ନିଆଁmahabharatanewsApril 10, 2022 by mahabharatanewsApril 10, 20220185 ଦୀଲ୍ଲି : ପେଟ୍ରୋଲ, ଡିଜେଲ ହେଉ କି ଇନ୍ଧନ ଗ୍ୟାସ ସବୁର ଦର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ, ଖାଉଟି ଦିଗ ହରା ହେଲାଣି । ଅଶୋଧିତ ତୈଳ ଦର ବୃଦ୍ଧିକୁ ଏପଟେ...
ଓଡିଶାଆକାଶ ଛୁଆଁ ଲେମ୍ବୁ ଦରmahabharatanewsApril 8, 2022 by mahabharatanewsApril 8, 20220362 ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେତୁ ସାଧାରଣ ଜନତା ଅସୁବିଧରେ ପଡିଛନ୍ତି । ଏହି ପେଟ୍ରୋଲ-ଡିଜେଲ ଦର ପରେ ଏବେ ଲେମ୍ବୁ ଉପରେ ପଡିଛି ମହଙ୍ଗା ମାଡ । ଖରାର ତାତି...
ଓଡିଶାବିଶ୍ୱଭାରତଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସmahabharatanewsApril 7, 2022April 7, 2022 by mahabharatanewsApril 7, 2022April 7, 20220182 ଦିଲ୍ଲୀ : ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ଅନୁଯାୟୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ଲୋକଙ୍କ ସ୍ୱାସ୍ଥ୍ୟ...
ଓଡିଶାଭାରତ୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକାmahabharatanewsApril 6, 2022April 6, 2022 by mahabharatanewsApril 6, 2022April 6, 20220294 (ଦିଲ୍ଲୀ) : କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ କୋଭିଡ୍-୧୯ ଭ୍ୟାକସିନ୍ର ପ୍ରାଧାନ୍ୟ ରହିଛି। ଭାରତ ନିଜର ପୂର୍ଣ୍ଣ ଟିକାରକଣ ଅଭିଯାନ ଲକ୍ଷ୍ୟକୁ ହାସଲ କରିବା ଦିଗରେ ବଢିବାରେ ଲାଗିଛି। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ...
ଭାରତଦିଲ୍ଲୀରେ ୪୦ ଡିଗ୍ରୀ ପାର କଲା ତାତିmahabharatanewsMarch 30, 2022 by mahabharatanewsMarch 30, 20220285 (ଦିଲ୍ଲୀ) : ଦେଶରେ ଏପ୍ରିଲ ମାସ ନ ଆସୁଣୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଆଜି ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆସନ୍ତା କାଲି ମଧ୍ୟ ପାରଦ...
ଭାରତ୮୦୦ରୁ ଅଧିକ ଔଷଧ ହେବ ମହଙ୍ଗାmahabharatanewsMarch 26, 2022 by mahabharatanewsMarch 26, 20220222 (ଦିଲ୍ଲୀ) : ଏଣିକି ମହଙ୍ଗା ହେବ ଔଷଧ। ଆସନ୍ତା ମାସରୁ ବୃଦ୍ଧି ପାଇବାକୁ ଯାଉଛି ମେଡିସିନର ଦର ଦାମ । ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ। ତେବେ ଗୁରୁତ୍ୟପୂର୍ଣ୍ଣ କଥା ହେଉଛି...