ଓଡିଶାଭାରତଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବmahabharatanewsMarch 25, 2022March 25, 2022 by mahabharatanewsMarch 25, 2022March 25, 20220255 ନୂଆଦିଲ୍ଲୀ : କୋଭିଡ ମାହାମାରୀ ଯୋଗୁଁ ଦୁଇ ବର୍ଷ ହୋଇଗଲା ପିଲାମାନେ ସ୍କୁଲ ଯାଇ ନାହାଁନ୍ତି । ଘର ଭିତରେ ବନ୍ଦି ପରି ରହିଛନ୍ତି । ଏହି ସମୟରେ ଘରେ ରହି ପିଲାମାନେ ମୋବାଇଲର...
ଭାରତରାଜନୀତିପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍mahabharatanewsMarch 24, 2022 by mahabharatanewsMarch 24, 20220158 ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ଅନ୍ୟ ଦଳକୁ ପଛରେ ପକାଇ ବାଜିମାତ କରିଛି ଆମ୍ ଅଦମୀ ପାର୍ଟି । ସେଠରେ ଏହି ଦଳ ପକ୍ଷରୁ ଭଗୱନ୍ତ ମାନ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ...
ଓଡିଶାଭାରତ୩୧ ତାରିଖରେ ହଟିବାକୁ ଯାଉଛି କରୋନା କଟକଣାmahabharatanewsMarch 23, 2022 by mahabharatanewsMarch 23, 20220181 ନୂଆଦିଲ୍ଲୀ : ଦୁଇ ବର୍ଷ ହୋଇଗଲା କରୋନା ମହାମାରୀ ତାର ଭୟାବହତା ଜାରି ରଖିଥିଲା । ଯେଉଁ କାରଣରୁ ପୁରା ବିଶ୍ୱରେ ଚାଞ୍ଚଲ୍ୟ ଶୃଷ୍ଟି ହୋଇଯାଇଥିଲା । କେତେ ପରିବାର ତାର ପ୍ରିୟ ଜନଙ୍କୁ...
ଅପରାଧଭାରତମୃତ ଅବସ୍ଥାରେ ଉଦ୍ଧାର ହେଲା ଦୁଇ ମାସର ଶିଶୁmahabharatanewsMarch 22, 2022 by mahabharatanewsMarch 22, 20220302 ଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ଶିଶୁ ମୃତ୍ୟୁ ହାର । ଦକ୍ଷିଣ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୋମବାର ଦିନ ଚିରାଗ ଅଞ୍ଚଳରେ ମାଇକ୍ରୋୱେଭ୍ ଓଭେନ୍ ଭିତରୁ...
ଓଡିଶାଭାରତସାଇକ୍ଲୋନ ଆସାନି ନାମର ଅର୍ଥ କ ‘ଣ?mahabharatanewsMarch 21, 2022March 21, 2022 by mahabharatanewsMarch 21, 2022March 21, 20220361 ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଉଦାସୀନତା ପ୍ରଥମେ ଗଭୀର ଅବପାତରେ ଏବଂ ପରେ ସୋମବାର ଦିନ ଘୂର୍ଣ୍ଣିବଳୟ ମଧ୍ୟରେ ବୃଦ୍ଧି ପାଇବ ବୋଲି ଭାରତ ପାଣିପାଗ ବିଭାଗ କହିଛି। ଯଦି ଏହା ବାସ୍ତବରେ ଏକ...
ବିଶ୍ୱଭାରତଯୁଦ୍ଧରେ ମାନବିକ ସ୍ଥିତିର ଅବନତି ହେତୁ ଉଦ୍ବେଗ ପ୍ରକାଶ କରିଛି ଭାରତ : ଜାତିସଂଘ ଦୂତmahabharatanewsMarch 18, 2022March 18, 2022 by mahabharatanewsMarch 18, 2022March 18, 20220237 ନୂଆଦିଲ୍ଲୀ: ତିରୁମୁର୍ତ୍ତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛନ୍ତି ଏବଂ କଥାବାର୍ତ୍ତା ଏବଂ କୂଟନୈତିକ ପଥ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।...
ଭାରତଵାଣିଜ୍ୟମହଙ୍ଗା ହେଲା ମ୍ୟାଗି, ଚା ଓ କଫିmahabharatanewsMarch 15, 2022 by mahabharatanewsMarch 15, 20220271 ନୂଆଦିଲ୍ଲୀ: ଦିନକୁ ଦିନ ଖାଉଟି ସମସ୍ୟା ବଢିବାକୁ ଲାଗିଲାଣି । ସାମଗ୍ରୀର ଦର ଦାମ ବୃଦ୍ଧି ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଖାଉଟି । ଏବେ ଚା, କଫି ମ୍ୟାଗି ନୁଡୁଲସ୍...
ଭାରତଦିଲ୍ଲୀର ଗୋକୁଳପୁରୀରେ ଭୟାବହ ଅଗ୍ନିକାଣ୍ଡ, ୭ଜଣ ମୃତmahabharatanewsMarch 12, 2022 by mahabharatanewsMarch 12, 20220264 (ଦିଲ୍ଲୀ) : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ...
ଭାରତରାଜନୀତିଜାତୀୟ ଦଳର ନିକଟତର ଆପmahabharatanewsMarch 11, 2022 by mahabharatanewsMarch 11, 20220310 ଦିଲ୍ଲୀ: ପଞ୍ଜାବରେ ପୂର୍ଣ୍ଣ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ବିଜେପି କଂଗ୍ରେସକୁ ପଛରେ ପକାଇ ପଞ୍ଜାବକୁ ଆପଣାଇ ନେଇଛି ଆପ୍ । ବର୍ତ୍ତମାନ ଦେଶରେ ବିଜେପି ଓ କଂଗ୍ରେସ ସମେତ...
ବିଶେଷଭାରତମହିଳା ଜଣଙ୍କୁ ସମ୍ମାନ ଜଣାଇଲା ମା’ କୁକୁରmahabharatanewsMarch 9, 2022 by mahabharatanewsMarch 9, 20220152 ନୂଆଦିଲ୍ଲୀ: ମଣିଷ କ୍ଷେତ୍ରରେ ହେଉ କିମ୍ବା କୌଣସି ଜୀବଯନ୍ତୁଙ୍କୁ କ୍ଷେତ୍ରରେ ମା ସର୍ବଦା ମା । ଦୁନିଆର ସବୁଠାରୁ ନିଆରା ଶବ୍ଦ ହେଉଛି ମାଆ ଶବ୍ଦ । ମା ର ସ୍ଥାନ କେହି ନେଇ...