ଦେଶ ବିଦେଶପଶ୍ଚିମବଙ୍ଗରେ କ୍ରମଶଃ ଉଷ୍ମ ହେବାରେ ଲାଗିଛି ରାଜନୈତିକ ପରିବେଶmahabharatanewsJanuary 15, 2026 by mahabharatanewsJanuary 15, 202606 ପଶ୍ଚିମବଙ୍ଗରେ କ୍ରମଶଃ ଉଷ୍ମ ହେବାରେ ଲାଗିଛି ରାଜନୈତିକ ପରିବେଶ । ପଶ୍ଚିମବଙ୍ଗର ପୁଲିସ୍ ମୁଖ୍ୟ ବା ଡିଜିପି ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛି ପ୍ରବର୍ତ୍ତନ...
ଭାରତବିଦେଶୀ ଫଣ୍ଡିଂରେ ଗଡବଡ ନେଇ ବିବିସି ବିରୋଧରେ ଇଡିର ଆକ୍ସନmahabharatanewsApril 13, 2023 by mahabharatanewsApril 13, 20230225 ନୂଆଦିଲ୍ଲୀ: ନ୍ୟୁଜ୍ ପ୍ରସାରକ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି । ବିଦେଶୀ ଅର୍ଥ ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ...
ଭାରତରାଜନୀତିପତ୍ରା ଚାୱଲ ଜମି ଦୁର୍ନୀତି ମାମଲାmahabharatanewsAugust 4, 2022 by mahabharatanewsAugust 4, 20220210 ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡିର ସମନ ମୁମ୍ବାଇ: ପତ୍ରାଚାୱଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପତ୍ରା ଚାୱଲ...
ଭାରତରାଜନୀତିଇଡିର ସମନକୁ ମୁଁ ଡରେ ନାହିଁ: ଖାଡଗେmahabharatanewsAugust 4, 2022August 4, 2022 by mahabharatanewsAugust 4, 2022August 4, 20220155 ଇଡି, ସିବିଆଇର ଦୁରୁପଯୋଗ ନେଇ ଗୃହ ଅଚଳ ନୂଆଦିଲ୍ଲୀ: ଇଡି ଓ ସିବିଆଇର ଦୁରୁପଯୋଗ ନେଇ ବିରୋଧୀ ଦଳ ପକ୍ଷରୁ ସଂସଦର ଉଭୟ ସଦନରେ ଅଚଳାବସ୍ଥା ଜାରି ରହିଛି। ଫଳରେ ଗୃହ କାର୍ଯ୍ୟକୁ ଦିନ...
ଭାରତରାଜନୀତିନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡିmahabharatanewsAugust 3, 2022 by mahabharatanewsAugust 3, 20220210 ମନି ଲଣ୍ଡରିଂ କେସରେ ଚଢାଉ ଜାରି ରଖିଥିଲା ନୂଆଦିଲ୍ଲୀ: ମଙ୍ଗଳବାର ନେସନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ବୁଧବାର ହେରାଲ୍ଡ ହାଉସକୁ ଇଡି ପକ୍ଷରୁ ସିଲ କରିଦିଆଯାଇଛି। ଏଜେନ୍ସିର ପୂର୍ବ...
ଭାରତରାଜନୀତିଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରାmahabharatanewsJuly 31, 2022 by mahabharatanewsJuly 31, 20220181 ଦୁଇଥର ନୋଟିସ ସତ୍ତେ୍ୱ ହାଜର ହୋଇନଥିଲେ ମୁମ୍ବାଇ: ସଂପ୍ରତି ଇଡିର କାର୍ଯ୍ୟକଳାପ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ...
ଓଡିଶାଭାରତରାଜନୀତିମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟmahabharatanewsJuly 27, 2022 by mahabharatanewsJuly 27, 20220127 ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)...
ଭାରତରାଜନୀତିସୋନିଆ ଗାନ୍ଧୀଙ୍କୁ ୭୦ରୁ ଊର୍ଦ୍ଧ ପ୍ରଶ୍ନ କଲା ଇଡିmahabharatanewsJuly 27, 2022 by mahabharatanewsJuly 27, 20220185 କଂଗ୍ରେସର ପ୍ରତିବାଦ ଜାରି ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଦୁଇ ଦିନ ଧରି ଘନ ଘନ ଜେରା କରାଯାଇଥିଲା । ସେନିଆଙ୍କୁ ଇଡି...
ଅପରାଧଭାରତବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତmahabharatanewsMay 7, 2022May 7, 2022 by mahabharatanewsMay 7, 2022May 7, 20220278 ଝାରଖଣ୍ଡ: ଖଣି ସଚିବଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଟଙ୍କା ଏତେ ଯେ ଏହାକୁ ଗଣିବାକୁ ଦରକାର ପଡ଼ିଛି ମେସିନ ।ଏହି ବିଡ଼ା ବିଡ଼ା ଟଙ୍କାକୁ ଗଣତି ପାଇଁ ସ୍ୱତନ୍ତ୍ର ମେସିନ...