ଓଡିଶାଶିକ୍ଷାମାଟ୍ରିକ୍ ରେଜଲ୍ଟ ମେ ୧୮ରେmahabharatanewsMay 16, 2023 by mahabharatanewsMay 16, 20230135 କଟକ:ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ।ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । କଟକ ବୋର୍ଡ ଅଫିସ୍ ପକ୍ଷରୁ ସୂଚନା...
ଓଡିଶାବିଦ୍ୟାକୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭmahabharatanewsMay 5, 2023 by mahabharatanewsMay 5, 20230165 ଗଞ୍ଜାମ: ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଆନ୍ତର୍ଜାତିକ ମାନର ସରକାରୀ ସ୍ବୀକୃତିପ୍ରାପ୍ତ କମ୍ପ୍ୟୁଟର କୋର୍ସ ସମ୍ପର୍କରେ ସଚେତନ କରିବା ପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ ଏବଂ ପେସ କମ୍ପ୍ୟୁଟର ଏକାଡ଼େମୀ ପକ୍ଷରୁ କୁକୁଡ଼ାଖଣ୍ଡିରେ କମ୍ପ୍ୟୁଟର...
ଓଡିଶାଶିକ୍ଷାଖରାଛୁଟିରେ ପାଠପଢା ପାଇଁ ଜାରି ହୋଲା ଟୋଲ ଫ୍ରି ନମ୍ବରmahabharatanewsMay 2, 2023 by mahabharatanewsMay 2, 20230119 ଭୁବନେଶ୍ୱର: ଖରାଛୁଟିରେ ଛାତ୍ର ଛାତ୍ରୀଙ୍କ ପାଠପଢାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ‘ହଲିଡେ ହୋମୱାର୍କ ପ୍ରୋଗ୍ରାମ’ ସମସ୍ତ ଜିଲ୍ଲାରେ ଜାରି ହୋଇଛି ଟୋଲ ଫ୍ରି ନମ୍ବର...
ଓଡିଶାଶିକ୍ଷାଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢାmahabharatanewsApril 6, 2023April 6, 2023 by mahabharatanewsApril 6, 2023April 6, 20230142 କଳାହାଣ୍ଡି : ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ଅନୁମତି । ଚଳିତ ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଲା ଏନଏମସି । ଚଳିତ...
ଓଡିଶାଶିକ୍ଷାଅନ୍ଲାଇନ ଓ ଅଫଲାଇନ ହେବ +୨ଖାତା ଦେଖାmahabharatanewsApril 5, 2023April 5, 2023 by mahabharatanewsApril 5, 2023April 5, 20230170 ଭୁବନେଶ୍ୱର: ସରିଛି +୨ ପରୀକ୍ଷା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ...
ଓଡିଶାଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷାmahabharatanewsMarch 1, 2023March 1, 2023 by mahabharatanewsMarch 1, 2023March 1, 20230189 ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା। ପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। କପି ରୋକିବାକୁ...
ଓଡିଶାମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନmahabharatanewsApril 27, 2022 by mahabharatanewsApril 27, 20220325 ଭୁବନେଶ୍ୱର : ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ହିଟ୍ ୱେଭ୍ କାରଣରୁ ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ କିଛି ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି...
ଓଡିଶାଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ସମୟରେ ହେବ ପାଠପଢ଼ାmahabharatanewsApril 1, 2022April 4, 2022 by mahabharatanewsApril 1, 2022April 4, 20220310 ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଗ୍ରୀଷ୍ମକାଳୀନ ଛୁଟି ସମୟରେ ମଧ୍ୟ ପାଠପଢ଼ା ହେବ । ଗ୍ରୀଷ୍ମକାଳୀନ ଛୁଟିରେ ପାଠପଢ଼ାଇବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। କୋଭିଡ୍ ଯୋଗୁ ବଳକା ରହିଥିବା କୋର୍ସ...
ଓଡିଶାଆସନ୍ତା ଜୁଲାଇ ୩୧ ସୁଦ୍ଧା ସରିବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାmahabharatanewsMarch 2, 2022March 2, 2022 by mahabharatanewsMarch 2, 2022March 2, 20220332 (ଭୁବନେଶ୍ୱର) : ଆସନ୍ତା ଜୁଲାଇ ୩୧ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର...