ଓଡିଶାଫାୟାର ସେଫ୍ଟି ଉପରେ ସଚେତନmahabharatanewsApril 10, 2026 by mahabharatanewsApril 10, 2026055 ହସ୍ପିଟାଲରେ ନିଆଁ ଲାଗିଲେ କିଭଳି ସୁରକ୍ଷିତ ଅବସ୍ଥାରେ ରୋଗୀଙ୍କୁ ଉଦ୍ଧାର କରାଯିବ ସେ ନେଇ ନୟାଗଡ଼ ଫାୟର ବିଭାଗ ପକ୍ଷରୁ ଡେମୋ ଦେଖା କରାଯାଇଛି। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଫାୟାର କର୍ମଚାରୀ ମାନେ ପହଞ୍ଚି...