ଅପରାଧଓଡିଶାନକଲି ଶିକ୍ଷକ ଗିରଫmahabharatanewsSeptember 17, 2022 by mahabharatanewsSeptember 17, 20220189 ଜାଲ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକଙ୍କ ସଂଖ୍ୟା ଓ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପୋଲସରା ଠାରେ...
ଓଡିଶା୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତmahabharatanewsSeptember 17, 2022 by mahabharatanewsSeptember 17, 20220223 ଦିଲ୍ଲୀ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି। ଯାହା ଫଳରେ ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ...
ଓଡିଶାବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାଳୟ ଉଦଘାଟିତmahabharatanewsSeptember 16, 2022 by mahabharatanewsSeptember 16, 20220164 ଛତ୍ରପୁର: ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ। ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର...
ଓଡିଶାଜାତୀୟ ସେବା ଯୋଜନା ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତmahabharatanewsSeptember 16, 2022 by mahabharatanewsSeptember 16, 20220152 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତପାତ୍ର : ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପତି ହୋଇଯାଇଛି। ଉଦଯାପନୀ ଦିବସରେ ଆଜି ସ୍ୱେଚ୍ଛାସେବୀମାନେ ବିଶ୍ୱବିଦ୍ୟାଳୟ ପରିସରକୁ ପଲିଥିନ...
ଓଡିଶାମାଆ ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକmahabharatanewsSeptember 16, 2022 by mahabharatanewsSeptember 16, 20220193 ଗଞ୍ଜାମ ଜିଲ୍ଲା /ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ “ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର...
ଓଡିଶାହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳାmahabharatanewsSeptember 15, 2022 by mahabharatanewsSeptember 15, 20220148 ଗୋରୁଧରା ଅଭିଯାନ ବନ୍ଦ, ଯାତାୟାତରେ ଅସୁବିଧା ଗଞ୍ଜାମ: କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସହର ପରିମଳ ରାସ୍ତା ଘାଟରୁ । ରାସ୍ତାଘାଟ ସଫା ସୁତରା ନ ରହି ପାଣି ଜମିବା କିମ୍ବା...
ଓଡିଶାଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମmahabharatanewsSeptember 15, 2022 by mahabharatanewsSeptember 15, 20220203 ନିର୍ଭୟା କଢି, ମୋ ଗେହ୍ଲା ଝିଅ, ଶିଶୁ ଶ୍ରମିକ ଦୂରୀକରଣ ଉପରେ ଗୁରୁତ୍ୱାରୋପ ଗଞ୍ଜାମ: ନିର୍ଭୟା କଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ...
ଓଡିଶାକାଳିଆ ଟଙ୍କା ଓ ବାଲିଘାଟ ଅନିୟମିତତା ନେଇ ଗର୍ଜିଲେ ଚାଷୀmahabharatanewsSeptember 15, 2022September 15, 2022 by mahabharatanewsSeptember 15, 2022September 15, 20220310 ଗଞ୍ଜାମ: ଗଞ୍ଜାମ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ଚାଷୀଙ୍କ କାଳିଆ ଟଙ୍କା ଓ ଆସିକା ତହସିଲ ଅଞ୍ଚଳରେ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଲିଘାଟ ଅନିୟମିତତା ବିରୁଦ୍ଧରେ ତହସିଲ ସମ୍ମୁଖରେ ଗର୍ଜିଥିଲେ। ଯୁବନେତା...
ଓଡିଶା ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତmahabharatanewsSeptember 15, 2022 by mahabharatanewsSeptember 15, 20220176 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ। ସଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଥିବା ଜଉଗଡ ସମ୍ମିଳନୀ କକ୍ଷ ଠାରେ ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ...
ଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଆଶିଷmahabharatanewsSeptember 15, 2022 by mahabharatanewsSeptember 15, 20220179 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ ଆଶିଷ । ଆଶିଷଙ୍କ ଘର ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ନୁଣିପଡ଼ା ଗ୍ରାମରେ । ବିଶ୍ଳେଷଣାତ୍ମକ ରସାୟନ...