ଓଡିଶାହାତୀ ଆତଙ୍କରେ ଭୟଭୀତ ଗ୍ରାମବାସୀmahabharatanewsSeptember 27, 2022 by mahabharatanewsSeptember 27, 20220196 ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ଗତ କିଛିଦିନ ହେବ ହାତୀପଲ ଚଳ ପ୍ରଚଳ ହେଉଛନ୍ତି।ଯାହା ଫଳରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ବ୍ୟାପକ ଫସଲ...
ଓଡିଶାନିମ୍ନମାନର କାମ ପାଇଁ ଭୁଷୁଡିଗଲା ଗାର୍ଡୱାଲ୍ ।mahabharatanewsSeptember 23, 2022 by mahabharatanewsSeptember 23, 20220155 ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର :-ଭୁଛୁଡି ଗଲା ବଡ଼ବନ୍ଧ ଗାର୍ଡୱାଲ୍ । ହିଞ୍ଜିଳିକାଟୁ ବ୍ଲକ ଅର୍ନ୍ତଗତ ଖରିଡ଼ା ଗ୍ରାମ ନୂଆସାହି ବଡ଼ବନ୍ଧ ଗାର୍ଡୱାଲ୍ ଭୁଶୁଡ଼ି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ...
ଓଡିଶାଦାରିଙ୍ଗବାଡିରେ ରାସ୍ତା ସିଲmahabharatanewsSeptember 22, 2022 by mahabharatanewsSeptember 22, 20220238 ଗଞ୍ଜାମ / ରଜନୀକାନ୍ତ ପାତ୍ର : ରାସ୍ତା ସିଲ କଲା ପ୍ରଶାସନ। ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡା ଥାନା ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ପଡିଛି। ଯାତ୍ରୀଙ୍କ...
ଓଡିଶାହିଂଜିଲିରେ ଅହିଂସା ରଥmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220158 ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର : ହିଂଜିଲିରେ ଅହିଂସା ରଥ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ୍ ଅବଦାନ ସମ୍ପର୍କରେ ସୂଚନା...
ଓଡିଶାଜନହିତରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220162 ଗଞ୍ଜାମ / ରଜନୀକାନ୍ତ ପାତ୍ର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ୨୯୮ଟି...
ଅପରାଧଓଡିଶା୧୨ ବସ୍ତା ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220170 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ଗୁଇନ୍ଦା ଅବକାରୀ ବିଭାଗର ବଡ ସଫଳତା । ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ସିମେଣ୍ଟ ଓ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି ଅବକାରୀ ବିଭାଗ...
ଅପରାଧଓଡିଶାପୁଳା ପୁଳା ବାଣ ଜବତ କଲା ପୋଲିସmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220209 ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର : ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା । ପୁଳା ପୁଳା ବାଣ ଜବତ କରିଛି ପୋଲିସ । ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ...
ଓଡିଶାକୋଦଳାରେ ଆଜାଦିକା ଅମୃତ ମହୋତ୍ସବmahabharatanewsSeptember 20, 2022September 20, 2022 by mahabharatanewsSeptember 20, 2022September 20, 20220147 ଗଞ୍ଜାମ-ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ସେହିପରି ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେଞ୍ଜର ବଙ୍ଗଳା ସାହିରେ ଧୁମଧାମରେ ପାଳିତ...
ଓଡିଶାବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ରmahabharatanewsSeptember 17, 2022 by mahabharatanewsSeptember 17, 20220185 ଗଞ୍ଜାମ (ରଜନୀକାନ୍ତ ପାତ୍ର): ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି।...
ଓଡିଶାଯୁବକ ମିଳିଲା ଜ୍ୟୋତିଷ ଶ୍ରୀ ଉପାଧିmahabharatanewsSeptember 17, 2022 by mahabharatanewsSeptember 17, 20220186 ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମର ଯୁବକ କ୍ରୀଷ୍ଣା ମୁନି ମାତ୍ର ୨୦ ବର୍ଷ ବୟସରେ ଜ୍ୟୋତିଷ ଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। କ୍ରୀଷ୍ଣାଙ୍କର ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ରହିଥିଲେ...